oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଛାଡପତ୍ର ଖବର ମଧ୍ୟରେ ରାଜୀବ ସେୟାର କଲେ ଚାରୁଙ୍କ ସହ ଫଟୋ, ଦ୍ଵନ୍ଦରେ ପଡିଲେ ଫ୍ୟାନ୍ସ

8/08/2022 at 8:13 AM

ନୂଆଦିଲ୍ଳୀ ୦୮।୦୮: ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ଏବଂ ତାଙ୍କ ପତ୍ନୀ ଚାରୁ ଆସୋପାଙ୍କ ଛାଡପତ୍ର ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି। ବର୍ତ୍ତମାନ ଉଭୟ ଅଲଗା ରହୁଛନ୍ତି। ନିକଟରେ ଚାରୁ ଆସୋପାଙ୍କର ଏହି ଭିଡିଓ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି । ସେ ଏକ ଭିଡିଓକୁ ପୋଷ୍ଟ କରିଛନ୍ତି। ଯାହାକୁ ଦେଖି ସବୁ କମେଣ୍ଟ କରିବାରେ ଲାଗିଛନ୍ତି।

ରାଜୀବ ଏବଂ ଚାରୁଙ୍କର  ଏକ ଖୁସି ମୂହୁର୍ତ୍ତର ଫଟୋ ଭାଇରାଲ୍‌ ହେଉଛି ।ଦୁହେଁ ଏକାଠି ବସିଛନ୍ତି। ଚାରୁ ଗୋଲାପୀ ରଙ୍ଗର ଶାଢୀ ପିନ୍ଧିଥିବା ବେଳେ ରାଜୀବ କମଳା ରଙ୍ଗର ଟି-ସାର୍ଟରେ ଅଛନ୍ତି।ସେ ଚାରୁଙ୍କ ସେ ଏକ ସେଲଫି ନେଇଛନ୍ତି। ରାଜୀବ ଫଟୋକୁ ସେୟାର କରି କ୍ୟାପସନରେ ଗୋଲାପ ଇମୋଜି ଦେଇଛନ୍ତି। ଏହି ପୋଷ୍ଟ ଦେଖିବା ପରେ ପ୍ରଶଂସକମାନେ ପୁଣି ଥରେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି, ‘ଏହି ଡ୍ରାମା କ’ଣ?’ ଅନ୍ୟ ଜଣେ ଲେଖିଛନ୍ତି, ‘ଏହି ‘ତୁମେମାନେ କଣ ଏକାଠି ରହିବାକୁ ଫେରି ଆସିଛ କି?’

ଚାରୁ ଏବଂ ରାଜୀବ ୨୦୧୯ ରେ ବିବାହ କରିଥିଲେ । ବିବାହର କିଛି ଦିନ ପରେ ସେମାନଙ୍କ ଝଗଡା ଖବର ଆସିବାକୁ ଲାଗିଲା। ତଥାପି, ସେପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କେହି ନିଜ ସମ୍ପର୍କ ବିଷୟରେ କହି ନ ଥିଲେ।

   Related Posts