ରାଜଧାନୀ ସହ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘୂର୍ଣ୍ଣିଝଡ ଓ ବର୍ଷା
14/05/2018 at 9:57 AM

ଢ଼େଙ୍କାନାଳ ଜିଲ୍ଲାରେ ଘୂର୍ଣ୍ଣିଝଡ ଓ ବର୍ଷା … ପବନ ମାଡରେ ପିଟିହେଲା ବାଇକ୍ … ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟାପକ ଗାଡି ଭାଙ୍ଗିଲା …ପାରାଦୀପରେ ପବନ ସହ ପ୍ରବଳ ବର୍ଷା … ସୋନପୁର ନଚ୍ଛିପୁରରେ ବଜ୍ରଘାତରେ ବିଲରେ ଯୁବକଙ୍କ ମୃତ୍ୟୁ …କାମାକ୍ଷାଗନର ଆମ୍ବପଳାଶରେ ବଜ୍ରଘାତରେ ୧ମୃତ, ୧ଗୁରୁତର …ରେଢ଼ାଖୋଲ କୁଟାସିଂଘାରେ ବଜ୍ରାଘାତରେ ବୃଦ୍ଧ ମୃତ … ଖରାପ ପାଗ ଯୋଗୁଁ ବିମାନ ଅବତରଣ ରଦ୍ଦ … ହାଇଦ୍ରାବାଦ ଓ ବାଙ୍ଗାଲୋରରୁ ଆସୁଥିବା ବିମାନ ରଦ୍ଦ … କୋଲକାତାରେ ଅବତରଣ କଲା ବିମାନ …