vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ରାଜଧାନୀ ସହ ରାଜ୍ୟରେ ବିଭିନ୍ନ ସ୍ଥାନରେ ଘୂର୍ଣ୍ଣିଝଡ ଓ ବର୍ଷା

14/05/2018 at 9:57 AM

ଢ଼େଙ୍କାନାଳ ଜିଲ୍ଲାରେ ଘୂର୍ଣ୍ଣିଝଡ ଓ ବର୍ଷା … ପବନ ମାଡରେ ପିଟିହେଲା ବାଇକ୍ … ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟାପକ ଗାଡି ଭାଙ୍ଗିଲା …ପାରାଦୀପରେ ପବନ ସହ ପ୍ରବଳ ବର୍ଷା … ସୋନପୁର ନଚ୍ଛିପୁରରେ ବଜ୍ରଘାତରେ ବିଲରେ ଯୁବକଙ୍କ ମୃତ୍ୟୁ …କାମାକ୍ଷାଗନର ଆମ୍ବପଳାଶରେ ବଜ୍ରଘାତରେ ୧ମୃତ, ୧ଗୁରୁତର …ରେଢ଼ାଖୋଲ କୁଟାସିଂଘାରେ ବଜ୍ରାଘାତରେ ବୃଦ୍ଧ ମୃତ … ଖରାପ ପାଗ ଯୋଗୁଁ ବିମାନ ଅବତରଣ ରଦ୍ଦ … ହାଇଦ୍ରାବାଦ ଓ ବାଙ୍ଗାଲୋରରୁ ଆସୁଥିବା ବିମାନ ରଦ୍ଦ … କୋଲକାତାରେ ଅବତରଣ କଲା ବିମାନ …

Leave a Reply

   Related Posts