କୋରାପୁଟ ୯।୫: ଲଗାଣ ବର୍ଷା ପ୍ରଭାବରେ କୋରାପୁଟ-ରାୟଗଡା ୩୨୬ନଂ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ । କୋରାପୁଟ ସଦର ବଙ୍ଗଲାଗୁଡା ନିକଟ ଚାବେରୀ ନଦୀ ଅସ୍ଥାୟୀ ପୋଲ ଉପରେ ବର୍ଷା ପାଣି ମାଡିବାରୁ ଯାତାୟାତ ବନ୍ଦ । ଉଭୟ ପାର୍ଶ୍ଵରେ ଶତାଧିକ ଗାଡ଼ି ଅଟକି ରହିଥିବା ଦେଖିବାକୁ ମିଳୁଛି । କିଛି ଗାଡ଼ି ଚାଳକ ବିପଦପୂର୍ଣ୍ଣ ଭାବରେ ଅସ୍ଥାୟୀ ପୋଲ ଉପରେ ଚଳାଚଳ କରୁଛି ।
You Can Read :
ହାତୀ ଦାନ୍ତ ଡିଲ୍ ମାମଲାରେ ୨ ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ, ୧୦ ହଜାର ଟଙ୍କା ଜରିମାନା