scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦୁର୍ବଳ ହେଉଛି ଲଘୁଚାପ ; ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅଳ୍ପ କିଛି ସ୍ଥାନରେ ବର୍ଷା ସମ୍ଭାବନା

8/09/2018 at 9:46 AM

ଭୁବନେଶ୍ବର ୮|୯: ଲଘୁଚାପ ଦୁର୍ବଳ ହେବା ପରେ ଏବେ ମଧ୍ୟପ୍ରଦେଶ ଅଭିମୁଖେ ଗତି କରୁଛି । ଫଳରେ ଓଡ଼ିଶା ଉପରେ ବଡ଼ ଧରଣର ବର୍ଷାର ବିପଦ ନାହିଁ । ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇପାରେ । ତେବେ ୯ ଓ ୧୦ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବିଶେଷ କରି ଉତ୍ତର ଓଡ଼ିଶା ଉପକୂଳରେ ଅଧିକ ବର୍ଷାର ସମ୍ଭାବନା ରହିଛି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଗତ ୨୪ଘଣ୍ଟାରେ ରାଜ୍ୟରେ ହାରାହାରି ୪୭ମିମି ବର୍ଷା ହୋଇଥିବାବେଳେ ୨ଟି ଜିଲ୍ଲା ସମ୍ବଲପୁର ଓ କନ୍ଧମାଳରେ ୧୦୦ମିମି ବର୍ଷା ହୋଇଛି । ସେହିପରି ୧୦ଟି ଜିଲ୍ଲାରେ ୫୦ରୁ ୧୦୦ମିମି ମଧ୍ୟରେ ବର୍ଷା ରେକର୍ଡ ହେ।ଇଛି ।

   Related Posts