AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

କମିଛି ପାଣି ହେଲେ କମିନି ଦୁର୍ଦ୍ଦଶା, ବିଭିନ୍ନ ସ୍ଥାନରେ ବର୍ଷା ବଢାଇଛି ଲୋକଙ୍କ ଚିନ୍ତା

19/08/2022 at 10:08 AM

କେନ୍ଦ୍ରାପଡା୧୯/୦୮: ଲଘୁଚାପ ଜନିତ ବର୍ଷା ପାଇଁ କେନ୍ଦ୍ରାପଡା ଜିଲାର ବନ୍ୟାଞ୍ଚଳରେ ଲୋକମାନଙ୍କ ଦୁର୍ଦ୍ଦଶା ବଢି ଯାଇଛି । ଆଜି ସକାଳୁ ଜିଲାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ଗତ ଦୁଇଦିନ ଧରି ନଦୀରେ ବନ୍ୟାଜଳ ସ୍ତର ହ୍ରାସ ପାଇଥିଲା ।

ଖୁବଶୀଘ୍ର ଗାଁ ଗହଳିରୁ ବନ୍ୟାଜଳ ନିଷ୍କାସନ ହେବା ନେଇ ଲୋକେ ଆଶାବାଦୀ ହୋଇ ପଡିଥିଲେ । କିନ୍ତୁ ଆଜିର ବର୍ଷା ଦେଖି ବନ୍ୟାଞ୍ଚଳର ଲୋକମାନେ ଭୟଭୀତ ହୋଇ ପଡ଼ିଛନ୍ତି । ନଦୀ ବନ୍ଧ ଉପରେ ଅସ୍ଥାୟୀ ତମ୍ବୁ ତଳେ ଗାଈ ଗୋରୁ ଗୃହପାଳିତ ପଶୁ ସହିତ ରହୁଥିବା ଲୋକମାନଙ୍କ ପାଇଁ ତୁହାକୁ ତୁହା ବର୍ଷା ସମସ୍ୟା ସୃଷ୍ଟି କରିଛି ।

   Related Posts