ବର୍ଷା ବିତ୍ପାତ, ରାତିରେ ଶୋଇଥିବାବେଳେ ଭୁଶୁଡିଲା ଘର କାନ୍ଥ

ନାରାୟଣପାଟଣା ୧୪/୦୯: କୋରାପୁଟରେ ବର୍ଷା ବିତ୍ପାତ । ଗତ ଦୁଇ ଦିନର ଲଗାଣ ବର୍ଷାରେ ସ୍ଥିତି ବେହାଲ । ସ୍କୁଲ କଲେଜ ବନ୍ଦ ରହିବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଜାତୀୟ ରାଜପଥରେ ଆଣ୍ଠୁଏ ଉଚ୍ଚର ପାଣି ପାଣି ଚାଲୁଛି । ବୁଧବାର ରାତିରେ ବର୍ଷା ବିତ୍ପାତ ହେତୁ ଭୟଙ୍କର ସ୍ଥିତି ଉପୁଜିଛି । ବିଳମ୍ୱିତ ରାତିରେ ଶୋଇଥିବା ବେଳେ ଭୁସୁଡ଼ିଲା ଘର କାନ୍ଥ । କୋରାପୁଟ ନାରାୟଣପାଟଣା ଗାରିଆଘାଟ ସାହିରେ ଘଟିଛି ଏହି ଅଘଟଣ … Continue reading ବର୍ଷା ବିତ୍ପାତ, ରାତିରେ ଶୋଇଥିବାବେଳେ ଭୁଶୁଡିଲା ଘର କାନ୍ଥ