SCBରେ ରେଳ ବିଭାଗର ଡାକ୍ତରୀ ଟିମ୍, ସ୍ଥିତି ଉପରେ ରଖିଛି ନଜର
କଟକ ୦୬।୦୬ : ବାହାନଗା ଟ୍ରେନ୍ ଟ୍ରାଜେଡି । ଏସ୍ସିବି ମେଡିକାଲରେ ପହଞ୍ଚିଲେ ରେଳ ବିଭାଗର ଡାକ୍ତରୀ ଦଳ । ଯଦିଓ ଏସ୍ସିବି ପ୍ରତ୍ୟେକ ଆହତଙ୍କ ଉନ୍ନତମାନର ଟିକିତ୍ସା ଚାଲିଛି । କିନ୍ତୁ ଆବଶ୍ୟକ ପଡିଲେ ରେଳ ସମସ୍ତ ପ୍ରକାଇ ସହଯୋଗ କରାଯିବ ବୋଲି କହିଛନ୍ତି ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର । ସେହିପରି ଯେଉଁ ପୀଡିତମାନଙ୍କର ପରିଚୟ ମିଳିପାରିନାହିଁ । ସେମାନଙ୍କ କିପରି ଚିହ୍ନଟ କରାଯିବ ଏବଂ ପରିବାର ବର୍ଗଙ୍କୁ ଯୋଗାଯୋଗ କରାଯିବ । ସେଥିଲାଗି … Continue reading SCBରେ ରେଳ ବିଭାଗର ଡାକ୍ତରୀ ଟିମ୍, ସ୍ଥିତି ଉପରେ ରଖିଛି ନଜର
Copy and paste this URL into your WordPress site to embed
Copy and paste this code into your site to embed