ମାଲବାହୀ ଟ୍ରେନ୍ ଟାଣିନେଲା ବିଦ୍ୟୁତ୍ ତାର; କୋରାପୁଟ-ଜୟପୁର ମଧ୍ୟରେ ରେଳ ଚଳାଚଳ ବନ୍ଦ
20/02/2023 at 9:39 PM

କୋରାପୁଟ ୨୦/୦୨: ମାଳିଗୁଡା ଷ୍ଟେସନ ପାଖରେ ମାଲବାହୀ ଟ୍ରେନ ଟାଣିନେଲା ବିଦ୍ୟୁତ୍ ତାର। ଫଳରେ ରେଳ ଲାଇନରେ ବିଦ୍ୟୁତ ସରୋବରାହ ବନ୍ଦ ଥିବାରୁ ରେଳ ଚଳାଚଳ ବନ୍ଦ ରହିଛି। କୋରାପୁଟ-ଜୟପୁର ରେଳପଥ ମଧ୍ୟରେ ରହିଛି ମାଳିଗୁଡା ଷ୍ଟେସନ। ଏହି ରେଳ ଲାଇନରେ ଯାଉଥିବା ସମସ୍ତ ଯାତ୍ରୀବାହୀ ଟ୍ରେନ୍ ବିଭିନ୍ନ ଷ୍ଟେସନରେ ଅଟକି ରହିଛି।
Related Posts
କୁଟୁରା ମାରିବା ଅଭିଯୋଗରେ ଶିକାରୀ ଗିରଫ
23 March 2023
ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା ଅଟୋ; ଚାଲିଗଲା ଶିଶୁପୁତ୍ରର ଜୀବନ
23 March 2023