ନିମ୍ନମାନର କାମ ଅଭିଯୋଗ; ଧସିଲା ରେଳ ଓଭର ବ୍ରିଜ୍ ଖମ୍ୱ
9/12/2022 at 4:49 PM

ଜଳେଶ୍ୱର ୦୯/୧୨: ନିମ୍ନମାନର କାମ ପାଇଁ ଧସିଲା ରେଳ ଓଭର ବ୍ରିଜ୍ର ଖମ୍ୱ। ଖଡ଼ଗପୁର ରେଳ ଡିଭିଜନ୍ର ତୃତୀୟ ଲାଇନ୍ ପାଇଁ କାମ ହେଉଥିବା ବେଳେ ଏହି ଅଘଟଣ ଘଟିଛି। ଏଥିରେ ଅଳ୍ପକେ ୩ ରେଳ କର୍ମଚାରୀ ରକ୍ଷା ପାଇଛନ୍ତି। ସୁବର୍ଣ୍ଣରେଖା ନଦୀ ଉପରେ ରେଳ ଓଭର ବ୍ରିଜ୍ର କାମ ହେଉଥିବା ବେଳେ ଏପରି ହୋଇଛି। ଏହି ଅଘଟଣରେ କାହାରି କୌଣସି କ୍ଷୟକ୍ଷତି ହୋଇନାହିଁ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023