suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ନିମ୍ନମାନର କାମ ଅଭିଯୋଗ; ଧସିଲା ରେଳ ଓଭର ବ୍ରିଜ୍‌ ଖମ୍ୱ

9/12/2022 at 4:49 PM

ଜଳେଶ୍ୱର ୦୯/୧୨: ନିମ୍ନମାନର କାମ ପାଇଁ ଧସିଲା ରେଳ ଓଭର ବ୍ରିଜ୍‌ର ଖମ୍ୱ। ଖଡ଼ଗପୁର ରେଳ ଡିଭିଜନ୍‌ର ତୃତୀୟ ଲାଇନ୍‌ ପାଇଁ କାମ ହେଉଥିବା ବେଳେ ଏହି ଅଘଟଣ ଘଟିଛି। ଏଥିରେ ଅଳ୍ପକେ ୩ ରେଳ କର୍ମଚାରୀ ରକ୍ଷା ପାଇଛନ୍ତି। ସୁବର୍ଣ୍ଣରେଖା ନଦୀ ଉପରେ ରେଳ ଓଭର ବ୍ରିଜ୍‌ର କାମ ହେଉଥିବା ବେଳେ ଏପରି ହୋଇଛି। ଏହି ଅଘଟଣରେ କାହାରି କୌଣସି କ୍ଷୟକ୍ଷତି ହୋଇନାହିଁ।     

   Related Posts