ରେଳମନ୍ତ୍ରୀଙ୍କ ନିଆରା ଅନ୍ଦାଜ : ଲୋକଙ୍କ ସହ କଥାହେଲେ, ଚା ପିଇଲେ, ଡିଜିଟାଲ ପେମେଣ୍ଟ କଲେ

Published By : Prameya-News7 Bureau | August 21, 2021 IST

ଜୟପୁର ୨୧/୦୮: କେନ୍ଦ୍ର ରେଳ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଜନ ଆଶୀର୍ବାଦ ଯାତ୍ରାରେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଥମେ ରାୟଗଡା ଆଉ ତା ପରେ କୋରାପୁଟ ଜିଲ୍ଲାରେ ରୋଡ ସୋ କରି ଲୋକଙ୍କ ସହ ମିଶୁଛନ୍ତି ମନ୍ତ୍ରୀ । ମନ୍ତ୍ରୀ ତାଙ୍କ ନିଆରା ଅନ୍ଦାଜ ପାଇଁ ଏବେ ବେଶ ଚର୍ଚ୍ଚାରେ ।

wp:gallery {"ids":[499019],"linkTo":"none"} /wp:gallery

ଗତ କାଲି ରାୟଗଡାରୁ କୋରାପୁଟ ଆସିବା ସମୟରେ ସ୍ଥାନୀୟ ଆଦିବାସୀଙ୍କ ସହ ମିଶି ଢେମସାର ତାଳେ ତାଳେ ନାଚିବା ସହ ଚାହା ଦୋକାନରେ କର୍ମୀଙ୍କ ସହ ଚାହା ପିଈ ଡିଜିଟାଲ ପେମେଣ୍ଟ କରିଥିଲେ । ଆଜି ମନ୍ତ୍ରୀ କୋରାପୁଟରୁ ଜୟପୁର ଆସି ଏକ ବିରାଟ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.