ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ରେଳମନ୍ତ୍ରୀଙ୍କ ନିଆରା ଅନ୍ଦାଜ : ଲୋକଙ୍କ ସହ କଥାହେଲେ, ଚା ପିଇଲେ, ଡିଜିଟାଲ ପେମେଣ୍ଟ କଲେ

21/08/2021 at 9:24 AM

ଜୟପୁର ୨୧/୦୮: କେନ୍ଦ୍ର ରେଳ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଜନ ଆଶୀର୍ବାଦ ଯାତ୍ରାରେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଥମେ ରାୟଗଡା ଆଉ ତା ପରେ କୋରାପୁଟ ଜିଲ୍ଲାରେ ରୋଡ ସୋ କରି ଲୋକଙ୍କ ସହ ମିଶୁଛନ୍ତି ମନ୍ତ୍ରୀ । ମନ୍ତ୍ରୀ ତାଙ୍କ ନିଆରା ଅନ୍ଦାଜ ପାଇଁ ଏବେ ବେଶ ଚର୍ଚ୍ଚାରେ ।

ଗତ କାଲି ରାୟଗଡାରୁ କୋରାପୁଟ ଆସିବା ସମୟରେ ସ୍ଥାନୀୟ ଆଦିବାସୀଙ୍କ ସହ ମିଶି ଢେମସାର ତାଳେ ତାଳେ ନାଚିବା ସହ ଚାହା ଦୋକାନରେ କର୍ମୀଙ୍କ ସହ ଚାହା ପିଈ ଡିଜିଟାଲ ପେମେଣ୍ଟ କରିଥିଲେ । ଆଜି ମନ୍ତ୍ରୀ କୋରାପୁଟରୁ ଜୟପୁର ଆସି ଏକ ବିରାଟ ରୋଡ ସୋ କରିବାର କାର୍ଯ୍ୟକ୍ରମ ରହିଛି ।

   Related Posts