Japan Earthquake: ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଜାପାନ,ଉଠିବ ୩୦ ଫୁଟର ଜୁଆର, ସୁନାମୀ ୱାର୍ଣ୍ଣିଂ ଜାରି

NEWS7
railway-like-my-baby-ready-to-give-suggestions-says-mamata-banerjee-in-front-of-rail-minister1

ନୂଆଦିଲ୍ଲୀ: Japan Earthquake,tsunami warning ଶକ୍ତିଶାଳୀ ଭୂମିକମ୍ପ ଝଟ୍କାରେ ଥରିଲା ଜାପାନ। ସୋମବାର ସନ୍ଧ୍ୟାରେ ଜାପାନରେ ୭.୬ ତୀବ୍ରତାର ଭୂମିକମ୍ପ ହୋଇଛି। ଏନେଇ ମେରିକାର ଯୁକ୍ତରାଷ୍ଟ୍ର ଭୂତାତ୍ତ୍ୱିକ ସର୍ବେକ୍ଷଣ ସୂଚନା ଦେଇଛି। ଏହି ଭୂମିକମ୍ପ ପାଇଁ ଜାପାନରେ ସୁନାମୀ ସତର୍କ ସୂଚନା ଜାରି କରାଯାଇଛି। ସୁନାମୀରେ ୧୦ ମିଟର ଉଚ୍ଚାର (ପାଖାପାଖି ୩୦ ଫୁଟ୍) ଜୁଆର ଉଠିବ। ଏବଂ ଏହା ଉତ୍ତରପୂର୍ବ ଉପକୂଳକୁ ମାଡ଼ କରିବ ବୋଲି ଜାପାନ ପାଣିପାଗ ସଂସ୍ଥାରୁ ତଥ୍ୟ ନେଇ ରୟଟର୍ସ ଏହି ଖବର ପ୍ରକାଶ କରିଛି।