ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ବିଭିନ୍ନ ଦାବିରେ ପାରଳାଖେମୁଣ୍ଡିରେ ରେଳରୋକ, ରେଳବାଇ କର୍ତ୍ତୃପକ୍ଷଙ୍କ ବୁଝାସୁଝା ପରେ ଟ୍ରେନ୍ ଚଳାଚଳ ସ୍ବାଭାବିକ

10/06/2022 at 10:24 AM

ଗଜପତି ୧୦।୬: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରେଳବାଇ ଷ୍ଟେସନରେ ଶୁକ୍ରବାର ସକାଳୁ ସକାଳୁ ସ୍ଥାନୀୟ ଲୋକେ ବିଭିନ୍ନ ଦାବି ନେଇ ରେଳରୋକ କରିଛନ୍ତି । ଷ୍ଟେସନର ଦୋହରିକରଣ, ପାନୀୟ ଜଳ ବ୍ୟବସ୍ଥା, ଷ୍ଟେସନରେ ପ୍ରେକ୍ଷାଳୟ ବ୍ୟବସ୍ଥା ଇତ୍ୟାଦି ବ୍ୟବସ୍ଥା ଯୋଗାଇବା ଦାବିରେ ରୋଳରୋକ କରିଛନ୍ତି । ରେଳରୋକ ଯୋଗୁଁ ପ୍ରାୟ ୩୦ମିନିଟ୍ ଯାଏଁ ଗୁଣପୁର-ପୁରୀ ଟ୍ରେନ ଅଟକି ରହିଥିଲା । ପରବର୍ତ୍ତି ସମୟରେ ଆରପିଏଫ ଏବଂ ରେଳବାଇ କର୍ତ୍ତୃପକ୍ଷ ଆସି ବୁଝାସୁଝା କରିବା ପରେ ଟ୍ରେନକୁ ଛାଡିଥିଲେ ।

   Related Posts