Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ଭିଏଲସି ମିଡିଆ ପ୍ଲେୟାର ବ୍ୟାନ୍, ଓ୍ୱେବସାଇଟରେ ଆସୁଛି ଆଇଟି ଆକ୍ଟ ମେସେଜ୍
  • ||
  • ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷିବ
  • ||
  • ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୫୮୧୫ କରୋନା ପଜିଟିଭ୍
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୩ କୋଭିଡ୍ ପଜିଟିଭ୍
  • ||
  • କନ୍ନଡ ଗାୟକ ଶିବମୋଗା ସୁବାନାଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ
  • ||
  • ଲଘୁଚାପ ସକ୍ରିୟ : ଦୁଇ ଦିନ ଯାଏଁ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ
  • ||

ଦେଶୀ ମଦ ଭାଟି ଉପରେ ଚଢ଼ାଉ : ୮ଶହ ଲିଟର ପୋଚ ନଷ୍ଟ, ୩୦ ଲିଟର ମଦ ଜବତ

26/12/2020 at 5:41 PM

ଖୋର୍ଦ୍ଧା ୨୬।୧୨:  ବେଗୁନିଆ ଅଞ୍ଚଳରେ ଦିନକୁ ଦିନ ଦେଶୀ ମଦ ବ୍ୟବସାୟ ବଢ଼ିବାରେ ଲାଗିଛି । ମଦ ବ୍ୟବସାୟୀମାନେ ଜଙ୍ଗଲ ଭିତରେ ମଦ ରାନ୍ଧି ବିକ୍ରି କରି ବେସ୍ ଲାଭବାନ ହେଉଥିବା ଜଣାପଡିଛି । ସେପଟେ ଏହି ମଦ ବ୍ୟବସାୟୀଙ୍କ ଉପରେ କଡା ନଜର ରଖିଛି ପୋଲିସ ।

ସେହିଭଳି ଆଜି ବେଗୁନିଆ ଥାନା ଅନ୍ତର୍ଗତ ଏକଡାଳିଆ ଆମ୍ବ ବଗିଚାରେ ମଦ ରନ୍ଧା ହେଉଥିବା ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବେଗୁନିଆ ଥାନା ଅଧିକାରୀ ସଦଳବଳେ ଚଢ଼ାଉ କରି ୮ଶହ ଲିଟର ପୋଚ ନଷ୍ଟ କରିବା ସହ ୩୦ ଲିଟର ଦେଶୀ ମଦ ଜବତ କରିଛନ୍ତି । ପୋଲିସ ଚଢ଼ାଉ ସମ୍ପର୍କରେ ଜାଣିପାରି ମଦ ବ୍ୟବସାୟୀମାନେ ସ୍ଥାନ ଛାଡି ଫେରାର ହୋଇଯାଇଥିବା ଜଣାପଡିଛି ।

   Related Posts