ନକଲି ଡିଟରଜେଣ୍ଟ ପାଉଡର ଗୋଦାମରେ ଚଢ଼ଉ; ଜଣେ ଅଟକ
5/09/2022 at 5:25 PM

ଫୁଲନଖରା ୦୫/୦୯: ଫୁଲନଖରା ହଂସପାଳ ପାଖରେ ଥିବା ଶିବ ଶକ୍ତି ନଗର ୧୫ ନମ୍ୱର ଲେନରେ ଚଢ଼ଉ। ନକଲି ଡିଟରଜେଣ୍ଟ ପାଉଡର ଏବଂ ଲୁଣ (ଟାଟା ସଲ୍ଟ) ଗୋଦାମରେ ପାହାଳ ଥାନା ପୋଲିସ ପକ୍ଷରୁ ଚଢ଼ଉ କରାଯାଇଛି। ଏଥିରେ ବହୁ ପରିମାଣର ନକଲି ସାମଗ୍ରୀ ଜବତ କରାଯାଇଛି। ଏହି ଅଭିଯୋଗରେ ପାହାଳ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖି ଘଟଣା ସମ୍ପର୍କରେ ତନାଘନା ଚଳାଇଛି ।
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023