ଚାରି ଦିନ ପରେ ମିଳିଲା ରାହୁଲଙ୍କ ମୃତଦେହ, ପାଣିରେ ଭାସିଯାଇଥିଲେ
22/08/2022 at 1:57 PM

ଭଦ୍ରକ ୨୨।୦୮: ଚାରି ଦିନ ପରେ ମିଳିଲା ରାହୁଲଙ୍କ ମୃତଦେହ । ଗଳିତ ଅବସ୍ଥାରେ ରାହୁଲ ସେଠୀଙ୍କ ମୃତଦେହ ଠାବ ହୋଇଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଛନ୍ଦାସାହି ପୋଲ ନିକଟରୁ ଉଦ୍ଧାର ।
ଖବର ଅନୁଯାୟୀ, ଗେଙ୍ଗୁଟୀ ନଦୀର ଭଉଁରିଆବାଙ୍କ ଠାରେ ୪ ଦିନ ତଳେ ଭାସିଯାଇଥିଲେ ରାହୁଲ । ଏହାପରଠୁ ରାହୁଲଙ୍କୁ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ କୌଣସି ପତ୍ତାମିଳିନଥିଲା । ଶେଷରେ ସୋମବାର ଦିନ ଛନ୍ଦାସାହି ପୋଲ ନିକଟରୁ ଗଳିତ ଅବସ୍ଥାରେ ରାହୁଲଙ୍କ ମୃତଦେହ ଠାବ ହୋଇଛି ।
Related Posts
ନବ ଦାସଙ୍କୁ କେମିତି ହତ୍ୟା କରିଥିଲା, ବନ୍ଧୁକ ଧରି ଡେମୋ ଦେଖାଇଲା ଗୋପାଳ
7 February 2023
ଧରାପଡିଲେ ୭ ଡକାୟତ, ଅନେକ ସ୍ଥାନରୁ ଲୁଟି ପୋଲିସ୍କୁ ଦେଉଥିଲେ ଚକ୍ମା
7 February 2023
ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
7 February 2023