AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ: ଗୋଛାପଡା ପୋଲିସକୁ ସଫଳତା, କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ
  • ||
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ଚାରି ଦିନ ପରେ ମିଳିଲା ରାହୁଲଙ୍କ ମୃତଦେହ, ପାଣିରେ ଭାସିଯାଇଥିଲେ

22/08/2022 at 1:57 PM

ଭଦ୍ରକ ୨୨।୦୮: ଚାରି ଦିନ ପରେ ମିଳିଲା ରାହୁଲଙ୍କ ମୃତଦେହ । ଗଳିତ ଅବସ୍ଥାରେ ରାହୁଲ ସେଠୀଙ୍କ ମୃତଦେହ ଠାବ ହୋଇଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଛନ୍ଦାସାହି ପୋଲ ନିକଟରୁ ଉଦ୍ଧାର ।

ଖବର ଅନୁଯାୟୀ, ଗେଙ୍ଗୁଟୀ ନଦୀର ଭଉଁରିଆବାଙ୍କ ଠାରେ ୪ ଦିନ ତଳେ ଭାସିଯାଇଥିଲେ ରାହୁଲ । ଏହାପରଠୁ ରାହୁଲଙ୍କୁ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ କୌଣସି ପତ୍ତାମିଳିନଥିଲା । ଶେଷରେ ସୋମବାର ଦିନ ଛନ୍ଦାସାହି ପୋଲ ନିକଟରୁ ଗଳିତ ଅବସ୍ଥାରେ ରାହୁଲଙ୍କ ମୃତଦେହ ଠାବ ହୋଇଛି ।

   Related Posts