Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅକ୍ଟୋବରରେ ଓଡିଶା ଆସୁଛନ୍ତି ରାହୁଲ; ରାହୁଲଙ୍କ ଗସ୍ତକୁ ନେଇ ପିସିସିର ବ୍ଲୁ ପ୍ରିଣ୍ଟ

21/09/2018 at 3:32 PM

ଭୁବନେଶ୍ୱର ୨୧/୯ : ଅକ୍ଟୋବର ଦ୍ବିତୀୟ ସପ୍ତାହରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ | ନଭେମ୍ବରରେ ମଧ୍ୟ ପୁଣି ଓଡ଼ିଶା ଆସିବେ ରାହୁଲ | ବିଭିନ୍ନ କାର୍ଯ୍ୟକ୍ରମ ଓ ସାଧାରଣ ସଭାରେ ଯୋଗଦେବେ ରାହୁଲ | ସୂଚନା ଦେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ |ମିଶନ ୨୦୧୯ ନିର୍ବାଚନ କୁ ନେଇ ଓଡିଶା ଉପରେ ସବୁ ଦଳର ନଜର ରହିଛି | ଉଭୟ କଂଗ୍ରେସ ଓ ବିଜେପିର ଛାମୁଆ ନେତା ଓଡିଶାରେ ନିଜ ସଂଗଠନ ମଜବୁତ କରିବା ପାଇଁ ଅଣ୍ଟା ଭିଡିଛନ୍ତି | କଲି ପ୍ରଧାନମନ୍ତ୍ରୀ ମୋଦି ଝାରସୁଗୁଡା ଆସୁଛନ୍ତି | ମୋଦିଙ୍କ ଗସ୍ତକୁ ସଫଳ କରିବା ସହ କିପରି ରାଜନୈତିକ ଫାଇଦା ଉଠେଇ ହେବ ସେଥିପାଇଁ ରାଜ୍ୟ ବିଜେପି ନଜର ରଖିଛି |

   Related Posts