ରାହୁଲ ଗାନ୍ଧୀ ଆଜି ପୁଣି ଯାଉଛନ୍ତି ହାଥରସ, କାର୍ ଚଲାଉଛନ୍ତି ପ୍ରିୟଙ୍କା: ନୋଏଡା ସୀମାରେ ପୋଲିସର ବ୍ୟାରିକେଡ୍

Published By : Prameya-News7 Bureau | October 03, 2020 IST

ହାଥରସ ୦୩/୧୦ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପୁଣି ହାଥରସ ଯାଉଛନ୍ତି। ସେ ହାଥରସ ପାଇଁ ବାହାରି ସାରିଛନ୍ତି। ରାହୁଲ ଗାନ୍ଧୀଙ୍କୁ ରୋକିବାକୁ ପୋଲିସ ଡ଼ିଏନଡିରେ ବ୍ୟାରିକେଡ଼ ଲାଗିଛି। ରାହୁଲ ଗାନ୍ଧୀ କହିଛନ୍ତି ଯେ ସେ ହାଥରସ ପୀଡିତାଙ୍କ ପରିବାରକୁ ସାକ୍ଷାତ କରିବେ ଓ ତାଙ୍କୁ ନ୍ୟାୟ ଦେବେ। ରାହୁଲ ଗାନ୍ଧୀଙ୍କ ଯାତ୍ରା ପାଇଁ   ଦିଲ୍ଲୀ-ଉତ୍ତ ପ୍ରଦେଶ ସୀମାରେ ବହୁ ସଂଖ୍ୟାରେ ସୁରକ୍ଷାବଳ ନିୟୋଜିତ କରାଯାଇଛି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ନିଜେ କାର ଚଲାଉଛନ୍ତି। ରାହୁଲ ଗାନ୍ଧୀ ତାଙ୍କ ସାଇଡରେ ବସିଛନ୍ତି।

{"id":338095,"sizeSlug":"large"}

ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ସହ ୩୫ ସାଂସଦ ମଧ୍ୟ ହାଥରସ ପୀଡିତାଙ୍କ ପରିବାରକୁ ସାକ୍ଷାତ କରିବାକୁ ଚାହୁଁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.