ବୁର୍ଲା ଭିସୁଟରେ ରାଗିଂ ଅଭିଯୋଗ, ହଷ୍ଟେଲରେ ପଶି ମାରିଲେ ମାଡ

Published By : Prameya-News7 Bureau | November 24, 2022 IST

ସମ୍ୱଲପୁର ୨୪/୧୧: ବୁର୍ଲା ଭିସୁଟରେ ରାଗିଂ ଅଭିଯୋଗ । ଭିସୁଟର ଜଣେ ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ଚତୁର୍ଥ ବର୍ଷର କିଛି ଛାତ୍ର ରାଗିଂ କରିଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ର ଜଣକ ଥାନାରେ ଅଭିଯୋଗ କଲା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ଛାତ୍ର ଜଣକ ନିଜ ହଷ୍ଟେଲ ରୁମରେ ଶୋଇଥିବାବେଳେ କିଛି ଚତୁର୍ଥ ବର୍ଷ ବା ଶେଷ ବର୍ଷର ଛାତ୍ର ହଷ୍ଟେଲ ରୁମରେ ପଶି ଆସି ରାଗିଂ କରିବା ସହ ପ୍ରବଳ ମାଡ ମାରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.