Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଅନନ୍ତ ଅମ୍ଵାନୀଙ୍କ ଠାରୁ ବୟସରେ ବଡ ଭାବିପତ୍ନୀ ରାଧିକା ମର୍ଚାଣ୍ଟ ? ଜନ୍ମ ତାରିଖରୁ ହେଲା ସ୍ପଷ୍ଟ

18/02/2023 at 9:05 AM

ମୁମ୍ଵାଇ ୧୮।୦୨: ନିକଟରେ ଅବରପତିର ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ । ନୀତା ଏବଂ ମୁକେଶଙ୍କ ପୁଅ ଅନନ୍ତ ଅମ୍ଵାନୀ । ସେ ବର୍ତ୍ତମାନ  ରାଧିକା ମର୍ଚାଣ୍ଟଙ୍କ ସହ ନିର୍ବନ୍ଧ କରିଥିଲେ। ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଖବର ଅନୁଯାୟୀ, ରାଧିକା ଏବଂ ଅନନ୍ତ ଚଳିତ ବର୍ଷ ବିବାହ କରିବାକୁ ଯାଉଛନ୍ତି। ତେବେ ତାଙ୍କ ବୟସକୁ ନେଇ ଖବର ସାମ୍ନାକୁ ଆସିଛି।  

Mukesh Ambani's son Anant Ambani gets engaged to Radhika Merchant at  Antilia | Mint

ବାସ୍ତବରେ ରିପୋର୍ଟ ଅନୁଯାୟୀ, ରାଧିକା ଅନନ୍ତ ଅମ୍ବାନୀଙ୍କଠାରୁ ଏକ ବର୍ଷ ବଡ। ରାଧିକା ୧୮ ଡିସେମ୍ବର ୧୯୯୪ରେ ଗୁଜୁରାଟରେ ଜନ୍ମ ହୋଇଥିଲେ। ଯେତେବେଳେ କି, ଅନନ୍ତ ଅମ୍ବାନୀ ବୟସ ୧୦ଏପ୍ରିଲ ୧୯୯୫ରେ ଜନ୍ମ । ଉଭୟଙ୍କ ବୟସରେ ଗୋଟିଏ ବର୍ଷର ପାର୍ଥକ୍ୟ ଅଛି। ରାଧିକା ଅନନ୍ତଙ୍କ ଠାରୁ ଏକ ବର୍ଷ ବଡ। ରାଧିକା ବ୍ୟବସାୟୀ ଅନନ୍ତ ଅମ୍ବାନୀଙ୍କ ପିଲାଦିନର ବନ୍ଧୁ । ସେ ଦେଶର ଅଗ୍ରଣୀ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଏନକୋର ହେଲଥ କେୟାରର ସିଇଓ ଏବଂ ବିଲିୟନେୟାର ଶିଳ୍ପପତି ବିରେନ ମର୍ଚାଣ୍ଟର ଏକମାତ୍ର ଝିଅ। ତାଙ୍କ ମାତାଙ୍କ ନାମ ହେଉଛି ଶିଲା ଜଣେ ବ୍ୟବସାୟୀ। ରାଧିକା ଶାସ୍ତ୍ରୀୟ ନୃତ୍ୟକୁ ବହୁତ ପସନ୍ଦ କରନ୍ତି। ସେ ୧ବର୍ଷ ଧରି ଭାରତନାଟ୍ୟମ୍ ଆରମ୍ଭ କରିଛନ୍ତି।

Anant Ambani and Radhika Merchant Wedding News Confirmed With Couple's  Engagement Ceremony at Shrinathji Temple, Nathdwara in Rajasthan | 🛍️  LatestLY

ରାଧିକା ଗୁରୁ ଭାବନଉ ଠକ୍କରଙ୍କ ଅଧୀନରେ ମୁମ୍ବାଇର ଶ୍ରୀ ନିଭା ଆର୍ଟ ଏକାଡେମୀରେ ତାଙ୍କର ଶାସ୍ତ୍ରୀୟ ନୃତ୍ୟ ତାଲିମ ସମାପ୍ତ କରିଛନ୍ତି। ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ମଧ୍ୟ ସେମାନଙ୍କର ଭବିଷ୍ୟତର ସାନ ବୋହୂ ରାଧିକାଙ୍କ ପାଇଁ ମେ ୨୦୨୨ରେ ରେ ଏକ ସମାରୋହର ଆୟୋଜନ କରିଥିଲେ। ରାଧିକା ତାଙ୍କର ପ୍ରାଥମିକ ଶିକ୍ଷା ମୁମ୍ବାଇର ଇକୋଲ୍ ମୋଣ୍ଡିଆଲ୍ ୱାର୍ଲ୍ଡ ସ୍କୁଲ୍ ଏବଂ ବିଡି ସୋମାନି ଆନ୍ତର୍ଜାତୀୟ ବିଦ୍ୟାଳୟରୁ କରିଥିଲେ। ଏହା ପରେ ସେ ୨୦୧୭ ରେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ହାସଲ କରିଥିଲେ।

   Related Posts