ଜୟପୁର ଆସନ ପାଇଁ ଚାଲିଛି ଛକାପଞ୍ଝା, ଶଙ୍ଖ ଭବନରେ ପହଞ୍ଚିଲେ ରବି ନନ୍ଦ

Published By : Prameya-News7 Bureau | April 15, 2024 IST

ଭୁବନେଶ୍ବର ୧୫।୪: ପୁଣି ଶଙ୍ଖ ଭବନରେ ପହଞ୍ଚିଲେ ରବି ନନ୍ଦ । ଜୟପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା ହୋଇନଥିବା ବେଳେ ଶଙ୍ଖ ଭବନରେ ରବି ନନ୍ଦ । ଟିକେଟ୍‌କୁ ନେଇ ମୁଖ୍ୟମନ୍ତ୍ରୀ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବେ । ମୁଁ ଜଣେ ଦଳର ଶୃଙ୍ଖଳିତ କର୍ମୀ । ଦଳ ଆମ ଭିତରୁ ଯାହାକୁ ଟିକେଟ୍ ଦେବ ଆମେ ତା ପାଇଁ ଲଢେଇ କରିବୁ । ଯିଏ ଟିକେଟ୍ ପାଇବ ନିମିତ୍ତ ମାତ୍ର ମୁଖ୍ୟମନ୍ତ୍ରୀ ଆମ ଚେହେରା । 

You Can Read :

ନବୀନ ନିବାସରେ ଭୋଗରାଇ ବିଧାୟକ ଅନନ୍ତ ଦାସ, ପୁଅକୁ ଟିକେଟ୍ ଦେବା ପାଇଁ କଲେ ଲବି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.