ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ; ଅକ୍ଷରଙ୍କ ସ୍ଥାନରେ ଖେଳିବେ ଆର୍‌ ଅଶ୍ୱିନ୍

ନୂଆଦିଲ୍ଲୀ: ଆର୍‌ ଅଶ୍ୱିନ୍‌ଙ୍କ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର। ବିଶ୍ୱକପ୍‌ ଟିମ୍‌ରେ ସାମିଲ୍ ହେଲେ ଷ୍ଟାର୍ ଅଫ୍‌ ସ୍ପିନର। ଅକ୍ଷର ପଟେଲ୍‌ଙ୍କ ସ୍ଥାନରେ ବିଶ୍ୱକପ୍‌ ମ୍ୟାଚ୍ ଖେଳିବେ ଆର୍ ଅଶ୍ୱିନ୍। ଆହତ କାରଣରୁ ଅକ୍ଷର ପଟେଲଙ୍କୁ ବିଶ୍ୱକପ୍‌ରୁ ବାଦ ଦିଆଯାଇଛି।   ଭାରତର ନେତୃତ୍ୱରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ହେଲେ ତା ପୂର୍ବରୁ ସମସ୍ତ ଟିମ୍‌ ଦୁଇଟି ଲେଖାଇ ଅଭ୍ୟାସ୍ ମ୍ୟାଚ୍ ଖେଳିବେ। ବିଶ୍ୱକପ୍‌ ପାଇଁ ସମସ୍ତ … Continue reading ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆରେ ବଡ଼ ପରିବର୍ତ୍ତନ; ଅକ୍ଷରଙ୍କ ସ୍ଥାନରେ ଖେଳିବେ ଆର୍‌ ଅଶ୍ୱିନ୍