ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଚାନ୍ଦବାଲି : ଦୁର୍ଘଟଣା ପରେ ଡଙ୍ଗାରୁ ନଦୀକୁ ଖସିପଡିଲେ ୨ ଜଣ, ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସୁରକ୍ଷିତ ଉଦ୍ଧାର
  • ||
  • ରାହୁଲ ଗାନ୍ଧିଙ୍କୁ ଝଟକା ।। ରଦ୍ଦ ହେଲା ଲୋକସଭା ସଦସ୍ୟତା
  • ||
  • ସମ୍ବଲପୁର : ସମ୍ବଲପୁରରୁ ନକଲି ମଦ କାରଖାନା ଠାବ, ମଦ ତିଆରି ସାମଗ୍ରୀ ଜବତ
  • ||
  • ଭୁବନ : ମାମୁଁ ଘର ଯିବାବେଳେ ଧକ୍କା ଦେଲା ଟ୍ରକ୍ : ଚାଲିଗଲା ଝିଅର ଜୀବନ, ବାପା ଗୁରୁତର
  • ||
  • ସାନଖେମୁଣ୍ଡି : ମନ୍ଦିର ନିର୍ମାଣରେ ବ୍ୟବହୃତ ଗାଡି ପୋଡିଦେଲେ ଅଜଣା ଦୁର୍ବୃତ୍ତ, କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ବର : କେଶରୀ ରିୟଲ ଇଷ୍ଟେଟ୍ ଅଫିସରେ ED ରେଡ୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ପୁରୀ : ପୁରୀ ବେଳାଭୂମିରେ ମରିପଡିଛି ଅଲିଭ୍ ରିଡ୍‌ଲେ, ନିକଟରେ ପଡିରହିଛି ଅଣ୍ଡା
  • ||
  • କାମାକ୍ଷାନଗର : ମାରଣାସ୍ତ୍ର ଦେଖାଇ ଲୁଟ୍, ଗ୍ରାହକ ସେବାକେନ୍ଦ୍ର ମାଲିକଙ୍କଠାରୁ ୨ଲକ୍ଷ ଟଙ୍କା ଲୁଟିନେଲେ ଦୁଇ ଲୁଟେରା
  • ||
  • ଯାଜପୁର : ଦୀର୍ଘ ୧୬ ଘଣ୍ଟା ପରେ ନଦୀରୁ ମିଳିଲା ମହିଳାଙ୍କ ମୃତଦେହ, ଗୁରୁବାରଠୁ ଥିଲେ ନିଖୋଜ
  • ||
  • ଘଟଗାଁ : ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ, ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଦାବି
  • ||

ଦଶମ ସମେଟିଭ୍-୨ ପରୀକ୍ଷାରେ ବିଭ୍ରାଟ୍, ସେଟ୍-A ସେଟ୍-B ପ୍ରଶ୍ନପତ୍ରରେ ତ୍ରୁଟି

18/03/2023 at 11:34 AM

10th Summative-II Exam

ଜଗତସିଂହପୁର/ଢେଙ୍କାନାଳ: ମାଟ୍ରିକ ସମେଟିଭ-୨ ପରୀକ୍ଷାର ଆଜିଥିଲା ଥିଲା ଇତିହାସ ଓ ଭୂଗୋଳ ପରୀକ୍ଷା । ହେଲେ ପରୀକ୍ଷା ପ୍ରଶ୍ନ ପତ୍ରରେ କେତେକ ତ୍ରୁଟି ଦେଖିବାକୁ ମିଳିଛି । ଏଥିରେ ବି ସେଟ ପ୍ରଶ୍ନ ପତ୍ରରେ ଏ ସେଟ ପ୍ରଶ୍ନ ପତ୍ରର ପ୍ରଶ୍ନ କିଛି ରିପିଟି ହୋଇ ଥିବାର ଜଣାଯାଇଛି ।

ଏହି ତ୍ରୁଟି ହେବା ଦ୍ୱାରା ଅବଜେଟିଭ ପ୍ରଶ୍ନ ଗୁଡିକର ଉତ୍ତର କମ୍ପୁଟର ମାଧ୍ୟମରେ ଦେଖାଯିବ । ଏହା ଦ୍ୱାରା ଉତ୍ତର ମେଳକ ନହେବାରୁ ବି ସେଟ ପ୍ରଶ୍ନ ପତ୍ର ପାଇଥିବା ପରୀକ୍ଷାର୍ଥୀ ମାନେ ସଠିକ ଉତ୍ତର ଦେଇଥିଲେ ମଧ୍ୟ ଅସୁବିଧାର ସମୁଖୀନ ହେବେ । ଏହାକୁ ନେଇ ଛାତ୍ର ଛାତ୍ରୀ ଓ ଅବିଭାବକ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ସେପଟେ ଢେଙ୍କାନାଳରେ ଦେଖିବାକୁ ମିଳିଥିଲା ସମାନ ପରିସ୍ଥିତ । ‘ବି’ ସେଟ ପ୍ରଶ୍ନପତ୍ର ଦୁଇଟି ପୃଷ୍ଠାରେ ‘ଏ’ ସେଟର ପ୍ରଶ୍ନକୁ ନେଇ ପରିକ୍ଷାର୍ଥୀ ବିଭ୍ରାନ୍ତ । ଢେଙ୍କାନାଳ ବିବି ହାଇସ୍କୁଲ ସେଣ୍ଟରରେ ହୋଇଛି ଏପରି ତ୍ରୁଟି । ଏହି ପରୀକ୍ଷା କେନ୍ଦ୍ରରେ ‘ବି’ ସେଟ ପ୍ରଶ୍ନ ପତ୍ରରେ ପରୀକ୍ଷା ଦେଉଥିଲେ ୭୦ପରୀକ୍ଷାର୍ଥୀ । ୧୦ଜଣ ପରୀକ୍ଷାର୍ଥୀଙ୍କର ପ୍ରଶ୍ନପତ୍ର ରେ ଦେଖାଯାଇଥିଲା ତ୍ରୁଟି

   Related Posts