ମ୍ୟାଚ୍‌ ହାରିବା ପରେ ନିରାଶ ହେଲେ ରୋହିତ୍ ଶର୍ମା, ଶୁବମନଙ୍କ ବ୍ୟାଟିଂକୁ ନେଇ କଲେ ପ୍ରଶଂସା

ମୁମ୍ଵାଇ ୨୭।୦୫: ଦ୍ୱିତୀୟ କ୍ଵାଲିଫାଏ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ (MI) କୁ ୬୨ ରନରେ ହରାଇବା ପରେ ଗୁଜୁରାଟ ଟାଇଟାନ୍ସ (ଜିଟି) ଫାଇନାଲରେ ପ୍ରବେଶ କରିଛି। ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଗୁଜୁରାଟ ଟିମ୍‌ ଅପେକ୍ଷା ସମସ୍ତ ବିଭାଗରେ ବହୁତ ଦୁର୍ବଳ ଦେଖାଯାଉଥିଲା। ଗୁଜୁରାଟର ଶୁବମନ ୧୨୯ ରନ୍‌ର କରିଥିଲା । ଯାହା ଆଧାରରେ ୨୦ ଓଭରରେ ୧୩୩ ରନ ସଂଗ୍ରହ କଲା। ହେଲେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ୧୮. ଓଭରରେ ୧୭୧ ରନ୍ କରି ହାରି … Continue reading ମ୍ୟାଚ୍‌ ହାରିବା ପରେ ନିରାଶ ହେଲେ ରୋହିତ୍ ଶର୍ମା, ଶୁବମନଙ୍କ ବ୍ୟାଟିଂକୁ ନେଇ କଲେ ପ୍ରଶଂସା