scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗାଁରେ ବୁଲୁଛନ୍ତି ମାଳମାଳ ଅଜଗର, ଭୟରେ ଗ୍ରାମବାସୀ

17/03/2020 at 2:11 PM

ରାଇରଙ୍ଗପୁର ।୩: ଗାଁରେ ବୁଲୁଛନ୍ତି ମାଳମାଳ ଅଜଗର, ଭୟରେ ଲୋକେ ଆତଙ୍କିତ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଘୁମାଳ ଗାଁରେ ।

ସୂଚନାଯୋଗ୍ୟ ଯେ, ଗାଁ ନିକଟସ୍ଥ ପାହାଡରୁ ବାହାରି ଗାଁରେ ବୁଲୁଥିବା ଜଣାପଡିଛି । ଯାହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଗୃହପାଳିତ ପଶୁ ଛାଡୁନଥିବା ବେଳେ ଗାଁଲୋକେ ମଧ୍ୟ ଏକା ବୁଲିବାକୁ ସାହସ କରୁନାହାନ୍ତି । ତେବେ ବନବିଭାଗ ଏଥିପ୍ରତି ଦୃଷ୍ଟି ଦେଇନଥିବା ଅଭିଯୋଗ ହୋଇଛି ।

   Related Posts