oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

କେଜିଏଫ୍‌କୁ ପଛରେ ପକାଇଲା ପୁଷ୍ପା , ବକ୍ସ ଅଫିସ୍‌ରେ କରୁଛି ଧମାଲ …

23/12/2021 at 8:57 AM

ନୂଆଦିଲ୍ଳୀ ୨୩।୧୨ : କରୋନା ମହାମାରୀକୁ ଦୃଷ୍ଟି ରଖା ଯାଇ ସିନେମା ହଲ ଗୁଡିକ ଖୋଲା ଯାଇଥିଲା । ସେଥିରୁ ବାକି ଥିବା ଅନେକ ଫିଲ୍ମ ରିଲିଜ୍‌ ହୋଇଥିଲା। କେତେକ ବଡ ବଜେଟ୍‌ର ଫିଲ୍ମ ରିଲିଜ୍‌ ହେବା ମାତ୍ର ହଲ୍‌ରେ ଧମାଲ କରୁଛି । କିନ୍ତୁ ନିକଟରେ ଅଲ୍ଲୁ ଅର୍ଜୁନ ଅଭିନୀତ ସାଉଥ ଫିଲ୍ମ ‘ପୁଷ୍ପା’ ଏବେ ଦର୍ଶକଙ୍କ ହୃଦୟରେ ରାଜ କରୁଛି । ଏହାର ବକ୍ସ ଅଫିସ୍ କଲେକ୍ସନ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହା ବକ୍ସ ଅଫିସରେ ଜବରଦସ୍ତ ପରଫରମାନ୍ସ ଦେଖାଇଛି ।

ଫିଲ୍ମଟି ବର୍ତ୍ତମାନ ବକ୍ସ ଅଫିସରେ ଏପଯର୍ପ୍ୟନ୍ତ କେଜିଏଫ୍ ଠାରୁ ମଧ୍ୟ ଭଲ ଆୟ କରିଛି । ଜଣାପଡୁଛି ତାହା କେଜିଏଫ୍‌କୁ ଆଗମୀ ଦିନରେ ତାର ରେକର୍ଡ ଭାଙ୍ଗିପାରେ । ତେବେ କ୍ରିଟିକ୍ସମାନେ ଫିଲ୍ମର ପ୍ରମୋସନ ଉପରେ ଧ୍ୟାନ ଦେଇନଥିଲେ । ଏହାର ପ୍ରମୋସନ ମଧ୍ୟ ସେତେ ଭଲ ନଥିଲା । କିନ୍ତୁ ଅଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା ଏବଂ ପ୍ରଚାର ଯୋଗୁଁ ଏହି ଫିଲ୍ମ ଏବେ ଦର୍ଶକଙ୍କ ମନ କିଣି ନେଇଛି ।  ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଫିଲ୍ମଟି ଏପର୍ଯ୍ୟନ୍ତ ୨୦.୧୪ କୋଟିର ଆୟ କରିସାରିଲାଣି । ଯାହାକି ‘କେଜିଏଫ’ ଏହାର ସଂପୂର୍ଣ୍ଣ ଆୟ ମଧ୍ୟରେ ୪୪.୦୯ କୋଟି ରହିଥିଲା । ତେବେ ଆଗାମୀ ଦିନରେ ଏହା ‘କେଜିଏଫ’କୁ ସଂପୂର୍ଣ୍ଣ କଲେକ୍ସନରେ ପଛରେ ପକାଇବା ନେଇ ଆଶା କରାଯାଉଛି ।

   Related Posts