ପୁରୀ ସେବାୟତଙ୍କ ଆକ୍ରମଣର ପ୍ରତିବାଦ, ସାମ୍ବାଦିକଙ୍କ କାର୍ଯ୍ୟାନୁଷ୍ଠାନ ଦାବି

ଭଦ୍ରକ/ସମ୍ବଲପୁର: ପୁରୀରେ ରଥଯାତ୍ରା ସମୟରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସାରା ରାଜ୍ୟରେ ପ୍ରତିବାଦର ସ୍ଵର ଦେଖିବାକୁ ମିଳିଛି। ଭଦ୍ରକଠୁ ନେଇ ସମ୍ବଲପୁର ଆଦି ଜିଲ୍ଲା ସାମ୍ବାଦିକ ଓ ବୁଦ୍ଧିଜୀବୀ ମଧ୍ୟ ସେବାୟତଙ୍କର ଏହି କାର୍ଯ୍ୟକୁ ବିରୋଧ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପୋଲିସ ଯଥା ଶୀଘ୍ର କାର୍ଯ୍ୟାନୁଷ୍ଠାନ ନ ନେଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ଭଦ୍ରକ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ।  ପୁରୀରେ ସାମ୍ବାଦିକଙ୍କ ଉପରେ ପୂର୍ବରୁ ମଧ୍ୟ ଆକ୍ରମଣ ହୋଇଛି । ବାରମ୍ବାର ଏମିତି … Continue reading ପୁରୀ ସେବାୟତଙ୍କ ଆକ୍ରମଣର ପ୍ରତିବାଦ, ସାମ୍ବାଦିକଙ୍କ କାର୍ଯ୍ୟାନୁଷ୍ଠାନ ଦାବି