scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି, ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ତିନି ରଥ

22/06/2023 at 7:15 AM

ପୁରୀ ୨୨।୦୬: ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି। ଶୁକ୍ରବାର ବାହାରିବ ଆଡ଼ପ ଅବଢା । ଶରଧାବାଲିରେ ଏବେ ରଥାରୁଢ଼ ଶ୍ରୀଜିଉମାନଙ୍କୁ ଦର୍ଶନ କରୁଛନ୍ତି ଭକ୍ତ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କହିବା କଥା ବିଧି ମୁତାବକ, ଗୁରୁବାର ଅପରାହ୍ଣରେ ଶ୍ରୀବିଗ୍ରହମାନେ ଆଡ଼ପ ମଣ୍ଡପକୁ ବିଜେ କରିବେ । ସେପଟେ ଯଥେଷ୍ଟ ସମୟ ପୂର୍ବରୁ ରଥଟଣା ଆରମ୍ଭ ହୋଇଥିଲେ ବି କାହିଁକି ରଥ ବାଟରେ ଅଟକିଲା ତା’ର କାରଣ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ସାଲବେଗଙ୍କ ଥିଓରି ବଖାଣିଛନ୍ତି । କହିଛନ୍ତି ବୋଧହୁଏ କୌଣସି ଭକ୍ତ ପହଞ୍ଚିନଥିଲେ, ତେଣୁ ମହାପ୍ରଭୁ ବାଟରେ ଅଟକି ଯାଇଥିଲେ ।
ତେବେ ରଥ ଉପରେ ଅଧିକ ସଂଖ୍ୟକ ସେବାୟତ ଚଢ଼ିବା, ଏବଂ ରଥ ବାରମ୍ବାର ମୋଡ଼ାଣି ନେବା ଆଦି ଅଭିଯୋଗର ତର୍ଜମା କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାଶ ।

   Related Posts