oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ପୁରୀ ରେଳ ଷ୍ଟେସନରେ ଡକାୟତି ଉଦ୍ୟମ, ପୋଲିସ ହାତରେ ଧରା ପଡିଲେ ୫ ଲୁଟେରା

8/07/2022 at 9:28 PM

ପୁରୀ: ପୁରୀ ରେଳ ଷ୍ଟେସନରେ ଡକାୟତି ଉଦ୍ୟମ କରୁଥିବା ବେଳେ ଆରପିଏଫ ହାତରେ ଧରା ପଡିଗଲେ ୫ ଲୁଟେରା। ଗିରଫ ଅଭିଯୁକ୍ତଙ୍କ ଠାରୁ ଆରପିଏଫ ପୋଲିସ ଲଙ୍କା ଗୁଣ୍ଡ, ଚାରୋଟି ଛୁରୀ, କଳା କନା ଜବତ କରିଛି। ଆଜି ଏହି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଗତକାଲି ସନ୍ଧ୍ୟା ସମୟରେ ଏହି ଅଭିଯୁକ୍ତ ମାନେ ରେଳଷ୍ଟେସନରେ ଥିବା ଯାତ୍ରୀଙ୍କୁ ଲୁଟିବା ସହ ଟ୍ରେନ ଭିତରେ ମଧ୍ୟ ଲୁଟ୍ କରିବା ପାଇଁ ଉଦ୍ୟମ କରୁଥିଲେ। ତେବେ ସିସିଟିଭି ରେ ଏମାନଙ୍କ ଗତିବିଧି ଉପରେ ସନ୍ଦେହ ହେବାରୁ ପୋଲିସ ସେମାନଙ୍କ ଉପରେ କଡା ନଜର ରଖିଥିଲା। ଏହି ଅଭିଯୁକ୍ତ ମାନେ ଉତ୍ତର ପ୍ରଦେଶ ଅଞ୍ଚଳର ବୋଲି ଜଣାପଡିଛି।

ଦୁଇ ଦିନ ପୂର୍ବରୁ ଅଭିଯୁକ୍ତ ମାନେ ପ୍ରଥମେ ଭୁବନେଶ୍ଵର ଓ ପରେ ଖୋର୍ଦ୍ଧା ଷ୍ଟେସନରେ ଓହ୍ଲାଇ ପାସେଞ୍ଜର ଟ୍ରେନରେ ପୁରୀ ଆସିଥିଲେ। ମହାପ୍ରଭୁଙ୍କ ଘୋଷଯାତ୍ରା ଯୋଗୁଁ ପୁରୀରେ ଲକ୍ଷାଧିକ ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ ଜମୁଥିବାରୁ ଏହାର ଫାଇଦା ଉଠାଇବା ସହ ଟ୍ରେନରେ ଯିବା ଆସିବା କରୁଥିବା ଯାତ୍ରୀଙ୍କୁ ଲୁଟିବା ପାଇଁ ଯୋଜନା କରୁଥିଲେ‌ ବୋଲି ଏକ ପ୍ରେସ୍‌ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି ଆରପିଏଫ ଅଧିକାରୀ ଅପରେଶ ବେହେରା। 

   Related Posts