ଶ୍ରୀମନ୍ଦିର ଭିତରେ ହାତାହାତି, କୋଠ ଭୋଗକୁ ନେଇ ସେବାୟତ ଗୋଷ୍ଠୀ ମୁହାଁମୁହିଁ
19/01/2023 at 1:51 PM

ପୁରୀ ୧୯।୦୧ : ଶ୍ରୀମନ୍ଦିର ଭିତରେ ହାତାହାତି । କୋଠ ଭୋଗକୁ ନେଇ ସୁଆର ଓ କୋଠ ଭୋଗ ସେବାୟତଙ୍କ ମଧ୍ୟରେ ହୋଇଛି ହାତାହାତି। ସୁଆର ସେବାୟତଙ୍କ ହାତ ଓ କୋଠ ଭୋଗ ସେବାୟତଙ୍କ ଆଖିରେ ଲାଗିଛି ଆଘାତ।
ଖବର ଅନୁଯାୟୀ, ଗୁରୁବାର ଦିନ ଶ୍ରୀମନ୍ଦିରରେ କୋଠ ଭୋଗ ନେଇ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ସୁଆର ସେବାୟତଙ୍କ ହାତ ଓ କୋଠ ସେବାୟତଙ୍କ ଆଖିରେ ଆଘାତ ଲାଗିଛି । ଆହତ କୋଠ ଭୋଗ ସେବାୟତ ନୃସିଂହ ଆପଟ ଓ ସୁଆର ସେବାୟତ ହେଲେ ହରେକୃଷ୍ଣ ମହାନ୍ତି। ଘଟଣାକୁ ନେଇ ସିଂହଦ୍ଵାର ଥାନା ପକ୍ଷରୁ ତଦନ୍ତ ଆରମ୍ଭ କରିଛି।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023