Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶ୍ରୀମନ୍ଦିର ଭିତରେ ହାତାହାତି, କୋଠ ଭୋଗକୁ ନେଇ ସେବାୟତ ଗୋଷ୍ଠୀ ମୁହାଁମୁହିଁ

19/01/2023 at 1:51 PM

ପୁରୀ ୧୯।୦୧ : ଶ୍ରୀମନ୍ଦିର ଭିତରେ ହାତାହାତି । କୋଠ ଭୋଗକୁ ନେଇ ସୁଆର ଓ କୋଠ ଭୋଗ ସେବାୟତଙ୍କ ମଧ୍ୟରେ ହୋଇଛି ହାତାହାତି। ସୁଆର ସେବାୟତଙ୍କ ହାତ ଓ କୋଠ ଭୋଗ ସେବାୟତଙ୍କ ଆଖିରେ ଲାଗିଛି ଆଘାତ।

ଖବର ଅନୁଯାୟୀ, ଗୁରୁବାର ଦିନ ଶ୍ରୀମନ୍ଦିରରେ କୋଠ ଭୋଗ ନେଇ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି । ସୁଆର ସେବାୟତଙ୍କ ହାତ ଓ କୋଠ ସେବାୟତଙ୍କ ଆଖିରେ ଆଘାତ ଲାଗିଛି ।   ଆହତ କୋଠ ଭୋଗ ସେବାୟତ ନୃସିଂହ ଆପଟ ଓ ସୁଆର ସେବାୟତ ହେଲେ ହରେକୃଷ୍ଣ ମହାନ୍ତି। ଘଟଣାକୁ ନେଇ ସିଂହଦ୍ଵାର ଥାନା ପକ୍ଷରୁ ତଦନ୍ତ ଆରମ୍ଭ କରିଛି।

   Related Posts