suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

ଟ୍ରଲି ଚଳାଇ ରିଲିଫ ବାଣ୍ଟିଲେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ଜଳ ନିଷ୍କାସନ ପାଇଁ କଲେ ଆଲୋଚନା

23/08/2022 at 6:30 PM

ପୁରୀ, ୨୩/୦୮: ଟ୍ରଲି ଚଳାଇ ରିଲିଫ ବାଣ୍ଟିଲେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ । ବନ୍ୟାଜଳ ଘେରରେ ଜଳବନ୍ଦୀ ଜୀବନ ବିତାଉଥିବା ଲୋକଙ୍କ ପାଖରେ ପହଞ୍ଚି ରିଲିଫ ବାଣ୍ଟିଛନ୍ତି ବିଧାୟକ । ଆଜି ସକାଳେ ପୁରୀ କୃଷ୍ଣପୁର ପଞ୍ଚାୟତରେ ବିଜେପିର ଜାତୀୟ ପ୍ରବକ୍ତା ଡ଼ା ସମ୍ବିତ ପାତ୍ର ଓ ବିଧାୟକ ଜୟନ୍ତ ଷଡଙ୍ଗୀ ବନ୍ୟା ଅଞ୍ଚଳ ପରିଦର୍ଶନ କରିବା ସହ ଟ୍ରଲି ସାହାଯ୍ୟରେ ଲୋକଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଥିଲେ। ତୁରନ୍ତ ଏହି ସବୁ ଅଞ୍ଚଳରୁ କିଭଳି ଜଳ ନିଷ୍କାସନ କରାଯିବ ସେନେଇ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। 

   Related Posts