ସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ଦାରୁ ଦିଅଁ, ଅଣସର ପିଣ୍ଡିରେ ଚାଲିଛି ଗୁପ୍ତ ଉପଚାର
ପୁରୀ ୦୬।୦୬ : ଅତ୍ୟଧିକ ସ୍ନାନ ପରେ ମହାପ୍ରଭୁ ଏବେ ଜ୍ବରରେ ପୀଡିତ ହୋଇ ଅନବସର ଘରେ ଅଛନ୍ତି। ଜ୍ଵରରେ ପୀଡ଼ିତ ଦାରୁ ଦିଅଁ । ଆରମ୍ଭ ହୋଇଛି ଗୁପ୍ତ ଉପଚାର। ଦଇତାପତି ସେବାୟତ ମାନେ ଆରମ୍ଭ କରିଛନ୍ତି ଗୁପ୍ତ ସେବା । ଅଣସର ସମୟରେ ପଣା ଓ ଚକଟା ଭୋଗ ସହ ଫଳମୂଳ ଲାଗି ହୋଇଥାଏ । ଏହି ସମୟରେ ଶ୍ବେତ ବସ୍ତ୍ର ପରିଧାନ କରନ୍ତି ଶ୍ରୀଜୀଉମାନେ । ତୁଳସୀ ମଧ୍ୟ ଲାଗି କରାଯାଇ ନଥାଏ … Continue reading ସ୍ନାନ ପରେ ଜ୍ୱରରେ କମ୍ପୁଛନ୍ତି ଦାରୁ ଦିଅଁ, ଅଣସର ପିଣ୍ଡିରେ ଚାଲିଛି ଗୁପ୍ତ ଉପଚାର
Copy and paste this URL into your WordPress site to embed
Copy and paste this code into your site to embed