କାଳିଆ ପ୍ରେମରେ ବନ୍ଧା ବାମନ ଭକ୍ତ, ମହାବାହୁଙ୍କ ଦର୍ଶନ ଲାଗି ଧାଇଁ ଆସିଲେ ଚନ୍ଦନ

Published By : Prameya-News7 Bureau | July 04, 2022 IST

ପୁରୀ ୦୪।୦୭ : ବୟସ ୧୬, ହେଲେ ଉଚ୍ଚତାରେ ସେ ବହୁତ୍ କମ୍। କାରଣ ସେ ହେଉଛନ୍ତି ବାମନ। ତଥାପି ମହାପ୍ରଭୁଙ୍କ ସେ ହେଉଛନ୍ତି ପରମ ଭକ୍ତ। ନାଁ ହେଉଛି ତାଙ୍କର ଚନ୍ଦନ ମହାନ୍ତି।

wp:html /wp:html

ଖବର ଅନୁଯାୟୀ, ଦୁଇବର୍ଷ ପରେ ଗୁଣ୍ଡିଚା ମନ୍ଦିର ଜନ୍ମ ବେଦୀରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।  ଏହି ସମୟରେ ବାମନ ଭକ୍ତ ଚନ୍ଦନ‌ ତାଙ୍କ ମା ଓ ଭଉଣୀଙ୍କ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିଛନ୍ତି। କାଳିଆର ଡୋରି ଲାଗିଲା । ଆଉ କଟକରୁ ଦୌଡି ଆସିଲେ ଜଗାକୁ ଦେଖିବାକୁ ।  ଭାବର ଠାକୁର ଜଗନ୍ନାଥ । ତାଙ୍କୁ ଦେଖିବା ପାଇଁ ମୁଁ ସବୁବେଳେ ପ୍ରାର୍ଥନା କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.