ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

କାଳିଆ ପ୍ରେମରେ ବନ୍ଧା ବାମନ ଭକ୍ତ, ମହାବାହୁଙ୍କ ଦର୍ଶନ ଲାଗି ଧାଇଁ ଆସିଲେ ଚନ୍ଦନ

4/07/2022 at 2:29 PM

ପୁରୀ ୦୪।୦୭ : ବୟସ ୧୬, ହେଲେ ଉଚ୍ଚତାରେ ସେ ବହୁତ୍ କମ୍। କାରଣ ସେ ହେଉଛନ୍ତି ବାମନ। ତଥାପି ମହାପ୍ରଭୁଙ୍କ ସେ ହେଉଛନ୍ତି ପରମ ଭକ୍ତ। ନାଁ ହେଉଛି ତାଙ୍କର ଚନ୍ଦନ ମହାନ୍ତି।

ଖବର ଅନୁଯାୟୀ, ଦୁଇବର୍ଷ ପରେ ଗୁଣ୍ଡିଚା ମନ୍ଦିର ଜନ୍ମ ବେଦୀରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।  ଏହି ସମୟରେ ବାମନ ଭକ୍ତ ଚନ୍ଦନ‌ ତାଙ୍କ ମା ଓ ଭଉଣୀଙ୍କ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସିଛନ୍ତି। କାଳିଆର ଡୋରି ଲାଗିଲା । ଆଉ କଟକରୁ ଦୌଡି ଆସିଲେ ଜଗାକୁ ଦେଖିବାକୁ ।  ଭାବର ଠାକୁର ଜଗନ୍ନାଥ । ତାଙ୍କୁ ଦେଖିବା ପାଇଁ ମୁଁ ସବୁବେଳେ ପ୍ରାର୍ଥନା କରିଥାଏ ।

   Related Posts