ଜେଲ୍‌ରୁ ବାହାରିଲା ପୁଞ୍ଜିଲାଲ୍

Published By : Prameya-News7 Bureau | January 12, 2020 IST

ବଲାଙ୍ଗୀର ୧୨।୦୧: ଜେଲ୍‌ରୁ ବାହାରିଲେ ପାଟଣାଗଡ ପାର୍ସଲ ବେ।ମା ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ଜାମିନ ମିଳିଥିଲେ ବି ରବିବାର ଛୁଟିଦିନ ଥିବାରୁ ପୁଞ୍ଜିଲାଲଙ୍କୁ ଜେଲରୁ ମୁକୁଳି ପାରୁନଥିଲେ , ପରେ ଶେଷରେ ଜେଲ୍‌ରୁ ବାହାରିଲେ ପୁଞ୍ଜିଲାଲ୍‌ । କାଗଜପତ୍ର କାମ ପାଇଁ  ଅଟକି ରହିଥିଲା । ଏପଟେ ପୁଅ ଜେଲରେ ଥିବାରୁ ମାଆଙ୍କ ଅନ୍ତେଷ୍ଟିକ୍ରିୟା ହେ।ଇପାରୁନଥିଲା । ତାଙ୍କ ମୃତଦେହକୁ ଶବାଗାରରେ ରଖାଯାଇଛି । ପୁଞ୍ଜିଲାଲ ଜେଲରୁ ବାହାରିବା ପରେ ଶବ ସତ୍କାର କରାଯିବ ବେ।ଲି କହିଛନ୍ତି ପରିବାର ଲେ।କ । ମାଆଙ୍କ ଅନ୍ତିମ ସଂସ୍କାର ପାଇଁ ପୁଞ୍ଜିଲାଲ ମେହେରଙ୍କ ଓକିଲ ପାଟଣାଗଡ ଏଡିଜେ କେ।ର୍ଟରେ ଜାମିନ ଆବେଦନ କରିଥିଲେ । ଗତ ଶୁକ୍ରବାର ରାତିରେ ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ମେହରଙ୍କର ମୃତ୍ୟୁ ହେ।ଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.