oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜେଲ୍‌ରୁ ବାହାରିଲା ପୁଞ୍ଜିଲାଲ୍

12/01/2020 at 1:35 PM

ବଲାଙ୍ଗୀର ୧୨।୦୧: ଜେଲ୍‌ରୁ ବାହାରିଲେ ପାଟଣାଗଡ ପାର୍ସଲ ବେ।ମା ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ମେହେର । ଜାମିନ ମିଳିଥିଲେ ବି ରବିବାର ଛୁଟିଦିନ ଥିବାରୁ ପୁଞ୍ଜିଲାଲଙ୍କୁ ଜେଲରୁ ମୁକୁଳି ପାରୁନଥିଲେ , ପରେ ଶେଷରେ ଜେଲ୍‌ରୁ ବାହାରିଲେ ପୁଞ୍ଜିଲାଲ୍‌ । କାଗଜପତ୍ର କାମ ପାଇଁ  ଅଟକି ରହିଥିଲା । ଏପଟେ ପୁଅ ଜେଲରେ ଥିବାରୁ ମାଆଙ୍କ ଅନ୍ତେଷ୍ଟିକ୍ରିୟା ହେ।ଇପାରୁନଥିଲା । ତାଙ୍କ ମୃତଦେହକୁ ଶବାଗାରରେ ରଖାଯାଇଛି । ପୁଞ୍ଜିଲାଲ ଜେଲରୁ ବାହାରିବା ପରେ ଶବ ସତ୍କାର କରାଯିବ ବେ।ଲି କହିଛନ୍ତି ପରିବାର ଲେ।କ । ମାଆଙ୍କ ଅନ୍ତିମ ସଂସ୍କାର ପାଇଁ ପୁଞ୍ଜିଲାଲ ମେହେରଙ୍କ ଓକିଲ ପାଟଣାଗଡ ଏଡିଜେ କେ।ର୍ଟରେ ଜାମିନ ଆବେଦନ କରିଥିଲେ । ଗତ ଶୁକ୍ରବାର ରାତିରେ ପୁଞ୍ଜିଲାଲ ମେହେରଙ୍କ ମା’ ଇନ୍ଦୁମତୀ ମେହରଙ୍କର ମୃତ୍ୟୁ ହେ।ଇଥିଲା ।

   Related Posts