ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଓସିଏଲ ଚୂନପଥର ଖଣି ସମ୍ପ୍ରସାରଣ ଜନଶୁଣାଣିକୁ ବିରୋଧ, ଭିଟାମାଟି କମ୍ପାନୀକୁ ନଦେବାକୁ ଲୋକଙ୍କ ଦାବି

25/08/2021 at 11:46 AM

ସୁନ୍ଦରଗଡ ୨୫।୮: ସୁନ୍ଦରଗଡ ରାଜଗାଙ୍ଗପୁତ୍ର ରମାବାହାଲରେ ଓସିଏଲ ସିମେଣ୍ଟ କାରଖାନାର ଚୂନପଥର ଖଣିର ସମ୍ପ୍ରସାରଣ ପାଇଁ ହେଉଥିବା ଜନଶୁଣାଣିକୁ ବିରୋଧ । ରମାବାହାଲ ଜନଶୁଣାଣି ସ୍ଥାନକୁ ବିରୋଧୀ ଗ୍ରାମବାସୀ ଓ ପ୍ରଶାସନକୁ ଛାଡୁ ନାହାନ୍ତି । ଶହ ଶହ ଲୋକ ଏହି ଜନଶୁଣାଣିକୁ ବିରୋଧ କରିବା ବେଳେ ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

ଏହି ଜନଶୁଣାଣିକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆମେ ଆମ ଜାଗା, ଭିଟାମାଟି କମ୍ପାନୀକୁ ଦେବୁ ନାହିଁ ବୋଲି ଲୋକଙ୍କର ଦାବି ରହିଛି ।

   Related Posts