ଓସିଏଲ ଚୂନପଥର ଖଣି ସମ୍ପ୍ରସାରଣ ଜନଶୁଣାଣିକୁ ବିରୋଧ, ଭିଟାମାଟି କମ୍ପାନୀକୁ ନଦେବାକୁ ଲୋକଙ୍କ ଦାବି

Published By : Prameya-News7 Bureau | August 25, 2021 IST

ସୁନ୍ଦରଗଡ ୨୫।୮: ସୁନ୍ଦରଗଡ ରାଜଗାଙ୍ଗପୁତ୍ର ରମାବାହାଲରେ ଓସିଏଲ ସିମେଣ୍ଟ କାରଖାନାର ଚୂନପଥର ଖଣିର ସମ୍ପ୍ରସାରଣ ପାଇଁ ହେଉଥିବା ଜନଶୁଣାଣିକୁ ବିରୋଧ । ରମାବାହାଲ ଜନଶୁଣାଣି ସ୍ଥାନକୁ ବିରୋଧୀ ଗ୍ରାମବାସୀ ଓ ପ୍ରଶାସନକୁ ଛାଡୁ ନାହାନ୍ତି । ଶହ ଶହ ଲୋକ ଏହି ଜନଶୁଣାଣିକୁ ବିରୋଧ କରିବା ବେଳେ ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

{"id":500954,"width":754,"height":415,"sizeSlug":"full","linkDestination":"none"}

ଏହି ଜନଶୁଣାଣିକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଆମେ ଆମ ଜାଗା, ଭିଟାମାଟି କମ୍ପାନୀକୁ ଦେବୁ ନାହିଁ ବୋଲି ଲୋକଙ୍କର ଦାବି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.