suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଶ୍ରୀନଗରରେ ଆନ୍ଦୋଳନକାରୀଙ୍କ ଉପରକୁ ମାଡ଼ିଗଲା ସିଆରପିଏଫ ଭ୍ୟାନ ; ଜଣେ ମୃତ,୨ ଆହତ

2/06/2018 at 11:38 AM

ଶ୍ରୀନଗରରେ ଆନ୍ଦୋଳନକାରୀଙ୍କ ଉପରକୁ ମାଡ଼ିଗଲା ସିଆରପିଏଫ ଭ୍ୟାନ …. ଏଥିରେ ଜଣେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି … ଶ୍ରୀନଗରରେ ଆନ୍ଦୋଳନ ବେଳେ ଏହି ଅଘଟଣ ଘଟିଛି … ଆନ୍ଦୋଳନକାରୀମାନେ ସିଆରପିଏଫ ଭ୍ୟାନ ଅଟକାଇ ଆକ୍ରମଣ କରିଥିଲେ … ଭ୍ୟାନ ଚାଳକ ଭୟରେ ଗାଡି ବନ୍ଦ ନକରି ଆଗକୁ ମାଡିଯାଇଥିଲେ … ଫଳରେ ଗାଡି ତଳେ ଚାପି ହୋଇଯାଇଥିଲେ କିଛି ଆନ୍ଦୋଳନକାରୀ … ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି …

Leave a Reply

   Related Posts