oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ପଥର ଉତ୍ତୋଳନକୁ ସ୍ଥାନୀୟ ଲୋକଙ୍କ ବିରୋଧ, ରାସ୍ତାକୁ ଖୋଳି ବନ୍ଦ କରିଦେଲେ ବାଟ

22/03/2022 at 4:04 PM

ଚଣ୍ଡିଖୋଲ, ୨୨/୦୩: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନ ରାହାଡ଼ପୁର ପାହାଡ଼ରୁ ପଥର ଉତ୍ତୋଳନକୁ ସ୍ଥାନୀୟ ଲୋକଙ୍କ ବିରୋଧ । ବର୍ଷ ବର୍ଷ ଧରି ରାହାଡ଼ପୁର ଖାଦାନରୁ ପଥର ଉତ୍ତୋଳନ କରାଯାଇ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଛି । ବେଆଇନ ଭାବେ ପଥର ଚାଲାଣ ହେଉଥିବାରୁ ସ୍ଥାନୀୟ ଲୋକେ ପ୍ରତିବାଦ କରିଥିଲେ । ଯାହାକୁ ନେଇ ପଥର ଚାଲାଣ ବନ୍ଦ କରିବାକୁ ଯାଇ ଖାଦାନର ପ୍ରବେଶ ପଥ ରାସ୍ତାକୁ ଖୋଳି ଦେଇ ବାଟ ବନ୍ଦ କରି ଦେଇଥିଲେ ।

ଫଳରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖା ଦେଇଥିଲା । ଲିଜଧାରୀ ସମସ୍ତ କାଗଜ ପତ୍ର ତହସିଲଦାରଙ୍କୁ ଦେଖାଇବା ପରେ ଘଟଣା ସ୍ଥଳରେ ଧର୍ମଶାଳା ତହସିଲ ପ୍ରଶାସନ ଓ ଜେନାପୁର ପୋଲିସ ଘଟଣା ସ୍ଥଳରେ ପହଁଚିଥିଲେ । ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ଦେଖା ଦେଇଥଲା । ଖୋଳା ଯାଇଥବା ରାସ୍ତାକୁ ପ୍ରଶାସନ ମେସିନ ସାହାଯ୍ୟରେ ପୋତିବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ।

   Related Posts