ଆଉ ତାନାଶାହୀ ଚାଲିବନି, ବରଂ ମହିଳା କୁସ୍ତି ଯୋଦ୍ଧାଙ୍କ ସତ୍ୟାଗ୍ରହ ଚାଲିବ: କେନ୍ଦ୍ର ସରକାରଙ୍କୁ ସାକ୍ଷୀ ମଲ୍ଲିକଙ୍କ ଚେତାବନୀ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ସମ୍ମୁଖରେ ମହିଳା ପଞ୍ଚାୟତ ବସାଇବାକୁ ଯିବା ବେଳେ ଆଜି ମହିଳା କୁସ୍ତି ଯୋଦ୍ଧାଙ୍କୁ ହେପାଜତରେ ନେଇଛି ପୁଲିସ। ପୁଲିସ ସହ ଠେଲାପେଲା ହୋଇଛି। ଗୋଟେ ପଟେ ମୋଦୀ ସଂସଦ ଭବନ ଉଦ୍‌ଘଟାନ କରି ନୂଆ ଭାରତର କଥା କହୁଥିବା ବେଳେ ଅନ୍ୟପଟେ ଦେଶରେ ମହିଳା କୁସ୍ତିଯୋଦ୍ଧାମାନେ ନିଜ ସମ୍ମାନ ପାଇଁ ପୁଲିସ ସହ ଲଢ଼ୁଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଆଜି ସେଙ୍ଗୋଲ୍‌କୁ ସାଷ୍ଟାଙ୍ଗ ପ୍ରଣାମ କରୁଥିବା ବେଳେ ମହିଳା କୁସ୍ତି ଯୋଦ୍ଧାମାନଙ୍କୁ ପୁଲିସ … Continue reading ଆଉ ତାନାଶାହୀ ଚାଲିବନି, ବରଂ ମହିଳା କୁସ୍ତି ଯୋଦ୍ଧାଙ୍କ ସତ୍ୟାଗ୍ରହ ଚାଲିବ: କେନ୍ଦ୍ର ସରକାରଙ୍କୁ ସାକ୍ଷୀ ମଲ୍ଲିକଙ୍କ ଚେତାବନୀ