Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଏଠାରେ ଦେହ ବ୍ୟବସାୟ ଟଙ୍କା ଦେଇ ନୁହେଁ ଟଙ୍କା ନେଇ ହୋଇଥାଏ : ଜାଣନ୍ତୁ କେଉଁଠି

8/06/2019 at 4:35 PM

ଫ୍ରାନ୍ସରେ ବେଶ୍ୟାବୃତ୍ତି ଉପରେ ରୋକ ଲଗାଇବା ଉପରେ ସଂସଦରେ ଏକ ନୂଆ ଆଇନ ପାସ କରାଯାଇଛି। ଏହି ଆଇନ୍ ଅନୁସାରେ ଶାରିରୀକ ସମ୍ପର୍କ ପାଇଁ ଖର୍ଚ କରିବା ଉପରେ ରୋକ ଲଗାଯାଇଛି। ଏଠାକାର ନୂଆ ଆଇନ ଅନୁସାରେ ଯଦି କୈାଣସି ବ୍ୟକ୍ତି ଅନ୍ୟ ମହିଳାଙ୍କ ସହ ସମ୍ପର୍କ ସ୍ଥାପନ କରୁଥିବାର ଦେଖାଯାଇଥାଏ ତେବେ ତାଙ୍କୁ ଦଣ୍ଡ ମିଳିବ।

ଏହି ବିଲ୍ ପାସ୍ ହେବା ପରେ ଯଦି କୈାଣସି ବ୍ୟକ୍ତି ସେକ୍ସ ପରେ ଟଙ୍କା ଦେଉଥିବାବେଳେ ଧରା ପଡ଼ିଥାଏ ତେବେ ସେହି   ଗ୍ରାହକଙ୍କୁ ୧୫୦୦ୟୁରୋ ଅର୍ଥାତ୍ ଭାରତୀୟ ଟଙ୍କା ହିସାବରେ ପାଖାପାଖି ୧ଲକ୍ଷ ୧୪ହଜାର ଟଙ୍କା ଜୋରିମାନା ଭରିବାକୁ ପଡ଼ିବ। ଯାହା ପରେ ଏହାକୁ ବଢ଼ାଇ ୩୭୫୦ୟୁରୋ ଅର୍ଥାତ୍ ଦୁଇ ଲକ୍ଷ ୮୪ହଜାର ଟଙ୍କା କରି ଦିଆଯିବ।

   Related Posts