ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଇଞ୍ଜିନରେ ସମସ୍ୟା ଯୋଗୁଁ ହୋଇଥିଲା ନେପାଳ ବିମାନ ଦୁର୍ଘଟଣା, ଯାଞ୍ଚ କମିଟିର ଖୁଲାସା

6/02/2023 at 10:03 PM

 ନୂଆଦିଲ୍ଲୀ: ଜାନୁଆରୀ ୧୫ରେ ନେପାଳର ପୋଖରାରେ ୟେତି ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣା ସମୟରେ ବିମାନରେ ୭୨ ଯାତ୍ରୀ ଯାତ୍ରା କରୁଥିଲେ । ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଏହି ବିମାନ ଦୁର୍ଘଟଣାର ତଦନ୍ତ କରୁଥିବା କମିଟି ବଡ଼ ଖୁଲାସା କରିଛି । ଯାଞ୍ଚ କମିଟିର ତଦନ୍ତରୁ ଜଣାପଡିଛି ଯେ ବିମାନର ଇଞ୍ଜିନରେ ସମସ୍ୟା ଯାଗୁଁ ଦୁର୍ଘଟଣା ଘଟିଥିଲା । ବିମାନର ଡାଟା ରେକର୍ଡର ଏବଂ କକପିଟ୍ ଭଏସ ରେକର୍ଡର ଯାଞ୍ଚରୁ ଏହା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ କିଛି ରିପୋର୍ଟରେ ଦାବି କରାଯାଇଥିଲା ଯେ ୟେତି ଏୟାରଲାଇନ୍ସର ବିମାନର ଚାଳକ ଲ୍ୟାଣ୍ଡିଂ ସମୟରେ ୱିଙ୍ଗ ଫ୍ଲେପକୁ ସମ୍ପୂର୍ଣ୍ଣ ରୂପେ ଖୋଲି ପାରି ନଥିଲେ, ଫଳରେ ବିମାନ କ୍ରାସ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ ବିମାନକୁ ଅବତରଣ କରିବା ସମୟରେ ଏହାର ଗତିକୁ କମ କରାଇବା ଏବଂ ନିୟନ୍ତ୍ରଣରେ ରଖିବା ପାଇଁ ୱିଙ୍ଗ ଗୁଡିକର ପଛରେ ପ୍ଲେପ ଲାଗିଥାଏ । ବିମାନ ଲ୍ୟାଣ୍ଡିଂ ସମୟରେ ଏହା ସମ୍ପୂର୍ଣ୍ଣ ରୂପେ ତଳକୁ ରହିଥାଏ ।

ନେପାଳର ପୋଖରା ବିମାନ ବନ୍ଦରରେ ଅବତରଣ ସମୟରେ ବିମାନ ଦୁର୍ଘଟଣା ହୋଇଥିଲା । ବିମାନ ଦୁର୍ଘଟଣାରେ ୫୫ ଜଣ ନେପାଳୀ ନାଗରିକ, ପାଞ୍ଚ ଭାରତୀୟଙ୍କ ସହ ୧୫ ବିଦେଶୀ ନାଗରିକ ଏବଂ ୪ ଜଣ ବିମାନ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ।

   Related Posts