ପରିଣୀତିଙ୍କ ବିବାହରେ ଆସିବେ ନାହିଁ ପ୍ରିୟଙ୍କା ! ଭଉଣୀ ପାଇଁ ସେୟାର କଲେ ସ୍ପେଶାଲ ନୋଟ୍‌

ମୁମ୍ଵାଇ ୨୩।୦୯: ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କର ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଉଭୟ ପରିବାର ଉଦୟପୁର ପହଞ୍ଚିଛନ୍ତି। ଆସନ୍ତାକାଲି ସାତ ଫେରା ନେବେ। ଏହି ବିବାହରେ ରାଜନୀତି ଏବଂ ବଲିଉଡର ଅନେକ ତାରକା ଯୋଗଦେବେ ।ତେବେ ଖବର ରହିଛି ଯେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅତିଥି ପ୍ରିୟଙ୍କା ଚୋପ୍ରା ଏହି ବିବାହ ଉତ୍ସବରେ ଯୋଗଦେବେ ନାହିଁ। ଏହି କଳ୍ପନାଜଳ୍ପନା ମଧ୍ୟରେ ‘ଦେଶୀ ଗର୍ଲ  ତାଙ୍କ ଭଉଣୀ ପାଇଁ ଏକ ପୋଷ୍ଟ ସେୟାର କରିଛନ୍ତି … Continue reading ପରିଣୀତିଙ୍କ ବିବାହରେ ଆସିବେ ନାହିଁ ପ୍ରିୟଙ୍କା ! ଭଉଣୀ ପାଇଁ ସେୟାର କଲେ ସ୍ପେଶାଲ ନୋଟ୍‌