ବାହାନଗା ଟ୍ରେନ୍ ଟ୍ରାଜେଡି, ଜରୁରୀ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର ୦୩/୦୬:ବାହାନଗା ଟ୍ରେନ ଦୁର୍ଘଟଣା ନେଇ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଧିକାରୀଙ୍କ ସହ ବାଲେଶ୍ୱର ଦୁର୍ଘଟଣାର ସମୀକ୍ଷା କରିବେ । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପୁରା ସ୍ଥିତିର ସମୀକ୍ଷା କରିସାରିଛନ୍ତି । ଜରୁରୀ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । #ବାହାନଗା_ଟ୍ରେନ୍‌_ଟ୍ରାଜେଡିଜରୁରୀ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ବାହାନଗା ରେଳ ଦୁର୍ଘଟଣାରେ କରିବେ ସମୀକ୍ଷା ।ବିଭିନ୍ନ ଦିଗ ଉପରେ ହେବ ଆଲୋଚନା ।#PrameyaNews7 #BalasoreTrainAccident … Continue reading ବାହାନଗା ଟ୍ରେନ୍ ଟ୍ରାଜେଡି, ଜରୁରୀ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ