ମନ୍ଦିର ପୂଜକ ଏନ୍.ରାମେୟାଙ୍କ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

Published By : Prameya-News7 Bureau | December 08, 2018 IST

ବ୍ରହ୍ମପୁର ୮|୧୨: ଗଞ୍ଜାମ ଜିଲ୍ଲା ଚିକିଟି କେ.ନୂଆ ଗାଆଁ ଥାନା ଅନ୍ତର୍ଗତ ଚୈତନ୍ୟ ଚନ୍ଦନପୁର ଶାସନ ଗାଁ ରେ ଅଘଟଣ। ମନ୍ଦିର ପୂଜକ ଏନ୍.ରାମେୟା ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ପୋଲିସ ଆକ୍ରୋଶର ଶୀକାର ହୋଇ ମୃତ୍ୟୁ ହୋଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.