oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଭଦ୍ରକ ଜିଲ୍ଲା ବସ୍‌ ସିଣ୍ଡିକେଟ ବିବାଦ ପ୍ରସଙ୍ଗ, ବିଳମ୍ବରେ ହେଲେ ମଧ୍ୟ ବାହାରିଲା ନିଷ୍କର୍ସ

14/02/2021 at 10:35 AM

ଭଦ୍ରକ ୧୪।୦୨: ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ ବିବାଦ ପ୍ରସଙ୍ଗ । ବିଳମ୍ବରେ ହେଲେ ମଧ୍ୟ ଦୀର୍ଘଦିନ ପରେ  ସିଣ୍ଡିକେଟ ବାଇ ଲ ଅନୁଯାୟୀ ସହମତି କ୍ରମେ ଏହି ବିବାଦର ସମାଧାନ ହୋଇଥିବା ଜଣାପଡିଛି ।

ଖବର ଅନୁଯାୟୀ,  ଜିଲ୍ଲାର ସର୍ବ ପୁରାତନ ଏହି ଅନୁଷ୍ଠାନରେ ବର୍ତ୍ତମାନ ୧୨୯ ଜଣ ସଦସ୍ୟ ଥିବା ବେଳେ ୬୯ ଜଣ ସଦସ୍ୟଙ୍କ ସମର୍ଥନରେ ବସ ସିଣ୍ଡିକେଟର କର୍ମକର୍ତ୍ତା ମାନେ ନିର୍ବାଚିତ ହୋଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି । ଯାହାକି ସହମତି ଭିତ୍ତିରେ ହୋଇଥିବା ଜଣାପଡିଛି । ଏନେଇ ଭଦ୍ରକ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ନିର୍ବାଚନ ପ୍ରକ୍ରିୟା ନେଇ ସିଣ୍ଡିକେଟ ପକ୍ଷରୁ ସୂଚୀତ କରାଯାଇଛି । ତେବେ ପୂର୍ବରୁ ହିସାବ ମିଳୁନଥିବା ଲକ୍ଷାଧିକ ଟଙ୍କାକୁ  ପୂର୍ବ ସମ୍ପାଦକ ଫେରସ୍ତ କରିବା ପାଇଁ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ସହମତି ଭିତ୍ତିରେ ନବ ନିର୍ବାଚିତ କର୍ମକର୍ତ୍ତା।

   Related Posts