ଦୋଷୀ ପବନର ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି
4/03/2020 at 1:36 PM

ନୂଆଦିଲ୍ଲୀ ୪/୩: ରାଷ୍ଟ୍ରପତି ଦୋଷୀ ପବନ ଗୁପ୍ତାର ରାଜକ୍ଷମା ଆବେଦନ ଖାରଜ କରି ଦେଇଛନ୍ତି। ପବନ ପାଖରେ ଫାଶୀ ଦଣ୍ଡରୁ ବର୍ତ୍ତିବା ପାଇଁ ଏହା ଶେଷ ବିକଳ୍ପ ଥିଲା। ସୁପ୍ରିମ କୋର୍ଟରେ ସୋମବାର ପବନର ପୁର୍ନବିଚାର ଆବେଦନ ଖାରଜ ହେବାର ତୁରନ୍ତ ପରେ ସେ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ଆବେଦନ କରିଥିଲା। ଏହାକୁ ଆଧାର କରି ଟ୍ରାୟଲ୍ କୋର୍ଟ ତୃତୀୟ ଥର ଦୋଷୀଙ୍କ ଫାଶୀ ସ୍ଥଗିତ ହୋଇଥିଲା।
ଦୋଷୀ ପବନ ସୁପ୍ରିମ କୋର୍ଟରେ ପୁର୍ନବିଚାର ଆବେଦନ କରି ଫାଶୀକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିବାକୁ ଗୁହାରି କରିଥିଲା।
Related Posts
ଭୟଙ୍କର ସଡ଼କ ଦୁର୍ଘଟଣା, ଖାଇକୁ ଖସିଲା ବସ୍, ୩୦ଜଣ ମୃତ
8 February 2023
ବିଜୁଳି ସଂଚୟ କରିବାକୁ ଯାଇ ହଜାର ହଜାର ଲୋକ ହରାଉଛନ୍ତି ପ୍ରାଣ: ରିପୋର୍ଟ
7 February 2023