ଆସୁଛନ୍ତି ରାଷ୍ଟ୍ରପତି, ମୁତୟନ ହେବେ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ
8/02/2023 at 11:21 AM

ଭୁବନେଶ୍ବର ୦୮।୦୨ : ରାଷ୍ଟ୍ରପତି ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି । ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ, ୨୦୦ରୁ ଅଧିକ ଅଫିସର । ସାଧା ପୋଷାକଧାରୀ ପୋଲିସ ଓ ରୁଫଟପ୍ ସୁରକ୍ଷାକର୍ମୀ ମୁତୟନ କରାଯିବ । ଦିନ ୧ଟା ବେଳେ ଲିଙ୍ଗରାଜ ମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯିବ । ଗୁରୁବାର କାରକେଡ଼ ରିହଲସଲ କରାଯିବ ।
Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023