AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ଗାଁକୁ ରାସ୍ତା ନଥିବାରୁ ଆସିଲାନି ଆମ୍ବୁଲାନ୍ସ; ବାଇକରେ ଡାକ୍ତରଖାନା ଗଲେ ଗର୍ଭବତୀ

8/10/2018 at 4:17 PM

ମାଲକାନଗିରି ୮/୧୦ : ମାଲକାନଗିରି ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ସ୍ବାସ୍ଥ୍ୟ ସେବାର କରୁଣ ଚିତ୍ର । ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ପବ୍ଲିଗୁଡା ଗ୍ରାମରେ ଟେଲିଫୋନ ସୁବିଧା ନଥିବା ବେଳେ ସେଠିକାର ରାସ୍ତା ଖରାପ ଯୋଗୁ ପ୍ରଥମେ ଷ୍ଟ୍ରେଚରରେ ଓ ପରେ ବାଇକ ଯୋଗେ ଗର୍ଭାବତୀ ମହିଳାଙ୍କୁ ଚିତ୍ରକୋଣ୍ଡା ମେଡିକାଲକୁ ନିଅ। ଯାଇଥିଲା । ଗର୍ଭାବତୀଙ୍କୁ ପ୍ରଥମେ ଗାଁ ଲୋକେ ଏବଂ ପରେ ସ୍ୱସ୍ଥ୍ୟ କର୍ମୀ, ଏଏନଏମ ଦିଦି ଓ ପରେ ମେଡିକାଲ କର୍ମଚାରୀଙ୍କ ସାହାଯ୍ୟ ରେ ଗର୍ଭାବତୀଙ୍କୁ ମେଡିକାଲ ଅଣାଯାଇଥିଲା । ଚିତ୍ରକୋଣ୍ଡା ମେଡିକା ରେ ଅଧିକ ସ୍ୱସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଗର୍ଭାବତୀ ପାର୍ବତୀ ଖରାଙ୍କୁ ମାଲକାନଗିରି ଚିକିତ୍ସାଳୟକୁ ପଠା ଯାଇଛି ।

   Related Posts