ପାଣି ଘେରରୁ ଉଦ୍ଧାର ହେଲେ ଗର୍ଭବତୀ ମହିଳା
28/08/2020 at 9:00 AM

ଭଦ୍ରକ୨୮/୮: ପାଣି ଘେରରୁ ଉଦ୍ଧାର ହେଲେ ଗର୍ଭବତୀ ମହିଳା। ଭଣ୍ଡାରିପୋଖରୀ ବ୍ଲକ ଜଳହରି ଗ୍ରାମ ବନ୍ୟା ଘେରରେ ରହିଛି। ପାଣି ମାଡି ଯୋଗୁଁ ଘର-ଦୁଆର ବୁଡ଼ି ଯାଇଥିଲା। ଯାହାଫଳରେ ପାଣି ଘେରରେ ଗର୍ଭବତୀ ମହିଳା ଜଣକ ରହି ଯାଇଥିଲେ।ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ଉକ୍ତ ମହିଳାଙ୍କୁ ଉଦ୍ଧାର କରିଛି। ଏଥିସହ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲକୁ ପଠାଇବା ଲାଗି ବନ୍ଦୋବସ୍ତ କରାଯାଇଛି।
Related Posts
ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢିବ ବର୍ଷା
1 July 2022