vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ରାସ୍ତା ପାଇଁ ବଢିଗଲା ଗର୍ଭବତୀଙ୍କ ଯନ୍ତ୍ରଣା, ଘର ପାଖକୁ ଆସିପାରିଲାନି ଆମ୍ବୁଲାନ୍ସ, ଟେକି ଟେକି ଆଣିଲେ ଘରଲୋକେ

25/08/2020 at 4:17 PM

ସୋର ୨୫।୮: ପୁଣି ବୁହାହେଲେ ଗର୍ଭବତୀ ମହିଳା । ଘର ପାଖକୁ ଆସିପାରିଲାନି ଆମ୍ବୁଲାନ୍ସ । ଟେକି ଟେକି ମହିଳାଙ୍କୁ ବୋହି ନେଲେ ଘରଲୋକ ।

ବାଲେଶ୍ଵର ଜିଲ୍ଲା ସାରକୋଣା ପଞ୍ଚାୟତ କଣ୍ଡିରାଗଢିଆ ଗ୍ରାମର ବିଦ୍ୟାପତି ଦାସଙ୍କ ସ୍ତ୍ରୀ ଭାରତୀ ଦାସ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଆମ୍ବୁଲାନ୍ସ ଆସି ଅଧା ବାଟରେ ରହିଥିଲା । ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ମହିଳାଙ୍କ ଘର ଠାରୁ ୧ କିଲୋମିଟରରୁ ଅଧିକ ଦୂରରେ ରହିଥିଲା । ପରିବାର ଲୋକ କୌଣସି ଉପାୟ ନପାଇ ଶେଷରେ ଗାଁ ଲୋକଙ୍କ ସହଯୋଗରେ ମହିଳାଙ୍କୁ ଟେକି ଟେକି ଆଣିଥିଲେ । ଏବେ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

ଅନ୍ୟପଟେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧିଙ୍କୁ ପଚାରିବାରୁ ସେ କହିଥିଲେ ରାସ୍ତା କାମ ପାଇଁ ଟଙ୍କା ଆସିଛି । ଖୁବ୍ ଶୀଘ୍ର କାମ ଆରମ୍ଭ ହେବ ।

   Related Posts