ପ୍ରଣବ ମୁର୍ଖାଜୀ,ନାନାଜୀ ଦେଶମୁଖ ଓ ଭୂପେନ ହଜାରିକା ପାଇବେ ଭାରତରତ୍ନ
25/01/2019 at 8:26 PM

ନୂଆଦିଲ୍ଲୀ ୨୫/୧- ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପୁରସ୍କାର ପାଇବେ ପ୍ରଣବ ମୁର୍ଖାଜୀ,ନାନାଜୀ ଦେଶମୁଖ,ଭୂପେନ ହଜାରିକା । ଏହି ପୁରସ୍କାର ତିନିବର୍ଷ ପାଇଁ ଘୋଷଣା କରାଯାଇଛି । ନାନାଜୀ ଦେଶମୁଖ ଓ ଭୂପେନ ହଜାରିକାଙ୍କୁ ମରଣତ୍ତୋରଭାବେ ମିଳିବ ଏହି ପୁରସ୍କାର । ପ୍ରଣବ ମୁର୍ଖାଜୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପୁରସ୍କାର ପାଇବା ଅବସରରେ ଅଭିନନ୍ଦନ ଜଣାଇଛନ୍ତି । ପ୍ରଣବ ମୁର୍ଖାଜୀ ଜଣେ ରାଷ୍ଟ୍ରନାୟକ ନେତା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Related Posts
ପର ଘରେ ରୁଟି ତିଆରି କରୁଥିଲେ ମାଆ, ଝିଅ ପାଇଲେ ୨ଟି ସରକାରୀ ଚାକିରି
5 February 2023
ମନ୍ଦିରରେ ହୁଏ କୁକୁରର ନାମକରଣ, ପୂଜକ ଦିଅନ୍ତି ନାଁ
4 February 2023