AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ କଙ୍ଗାରୁକୋର୍ଟ, ଯୁବତୀଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼
  • ||
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ପ୍ରଣବ ମୁର୍ଖାଜୀ,ନାନାଜୀ ଦେଶମୁଖ ଓ ଭୂପେନ ହଜାରିକା ପାଇବେ ଭାରତରତ୍ନ

25/01/2019 at 8:26 PM

ନୂଆଦିଲ୍ଲୀ ୨୫/୧- ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପୁରସ୍କାର ପାଇବେ ପ୍ରଣବ ମୁର୍ଖାଜୀ,ନାନାଜୀ ଦେଶମୁଖ,ଭୂପେନ ହଜାରିକା । ଏହି ପୁରସ୍କାର ତିନିବର୍ଷ ପାଇଁ ଘୋଷଣା କରାଯାଇଛି । ନାନାଜୀ ଦେଶମୁଖ ଓ ଭୂପେନ ହଜାରିକାଙ୍କୁ ମରଣତ୍ତୋରଭାବେ ମିଳିବ ଏହି ପୁରସ୍କାର । ପ୍ରଣବ ମୁର୍ଖାଜୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପୁରସ୍କାର ପାଇବା ଅବସରରେ ଅଭିନନ୍ଦନ ଜଣାଇଛନ୍ତି । ପ୍ରଣବ ମୁର୍ଖାଜୀ ଜଣେ ରାଷ୍ଟ୍ରନାୟକ ନେତା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

   Related Posts