ଶ୍ରୀମନ୍ଦିରରେ ଆଜି ପ୍ରଳମ୍ୱାସୁର ବଧ ବେଶ, ମଧ୍ୟାହ୍ନଧୂପ ପରେ ହେବ ଏହି ନୀତି

ପୁରୀ ୧୧।୦୯ : ଆଜି ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି ଅବସରରେ ଶ୍ରୀମନ୍ଦିରରେ ବଳଭଦ୍ର ମହାପ୍ରଭୁଙ୍କର ପ୍ରଳମ୍ୱାସୁର ବଧ ବେଶ ଅନୁଷ୍ଠିତ ହେବ । ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ବୃନ୍ଦାବନରେ ଗୋପାଳବାଳକ ମାନଙ୍କ ସହିତ ଖେଳୁଥିଲେ। ସେହି ସମୟରେ ଭଗବାନ ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ପ୍ରଳମ୍ୱାସୁର ନାମକ ଜଣେ ମହାବଳଶାଳୀ ଦୈତ୍ୟକୁ କଂସ ପ୍ରେରଣ କରିଥିଲେ। ମହାବଳଶାଳୀ ପ୍ରଳମ୍ୱାସୁର ପ୍ରଭୁ ବଳଭଦ୍ରଙ୍କୁ ଆକ୍ରମଣ କରି ଉପରକୁ ଟେକି ନେଇଯିବା ସମୟରେ ସ୍ୱୟଂ ବଳଭଦ୍ର ମହାପ୍ରଭୁ … Continue reading ଶ୍ରୀମନ୍ଦିରରେ ଆଜି ପ୍ରଳମ୍ୱାସୁର ବଧ ବେଶ, ମଧ୍ୟାହ୍ନଧୂପ ପରେ ହେବ ଏହି ନୀତି